THE BYAPINI

ଅତନୁଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍

Get real time updates directly on you device, subscribe now.

ଭୁବନେଶ୍ବର : ହ୍ୟାକ୍ ହେଲା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଆକାଉଣ୍ଟ । ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ହ୍ବାଟ୍‌ସଆପ ସହ ସମସ୍ତ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍‌ ହୋଇଛି। ଏନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି।
ନିଜ ହ୍ବାଟ୍‌ସଆପ ସହ ସମସ୍ତ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍‌ ହେବାନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେବା ସହ କୌଣସି ସନ୍ଦେହଜନକ ମେସେଜ୍‌ କିମ୍ବା କାର୍ୟ୍ୟକଳାପକୁ ଏଡାଇବାକୁ କହିଛନ୍ତି। ଏଥି ସହିତ ହ୍ବାଟ୍‌ସଆପର କୌଣସି ମେସେଜକୁ ମଧ୍ୟ ଗ୍ରହଣ ନକରିବାକୁ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.