THE BYAPINI

ଆଇସିସି ର‍୍ୟାଙ୍କିଙ୍ଗ୍‌ରେ ଏକ ନମ୍ବର ସ୍ଥାନରେ ମହମ୍ମଦ ସିରାଜ

Get real time updates directly on you device, subscribe now.

ନୂଆଦିଲ୍ଲୀ : ଏସିଆ କପ୍‌ ୨୦୨୩ରେ ଧମାକା ମଚାଇ ଥିବା ଭାରତର ତାରକା ଦ୍ରୁତ ବୋଲର ମହମ୍ମଦ ସିରାଜ ଆଇସିସି ର‍୍ୟାଙ୍କିଙ୍ଗ୍‌ରେ ଏକ ନମ୍ବର ସ୍ଥାନକୁ ଉଠିଛନ୍ତି ।ବୁଧବାର ପ୍ରକାଶିତ ସର୍ବଶେଷ ଆଇସିସି ମାନ୍ୟତାରେ ସିରାଜ ସିଧା ଆଠଟି ସ୍ଥାନ ଉପରକୁ ଉଠି ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ଏସିଆ କପରେ ‘ଧମାକା’ ପରେ ସେ ସିଧାସଳଖ ନବମ ସ୍ଥାନରୁ ପ୍ରଥମ ସ୍ଥାନକୁ ଯାଇଛନ୍ତି । ଏସିଆ କପ୍‌ ଫାଇନାଲରେ ମାରାତ୍ମକ ବୋଲିଂ ଦ୍ୱାରା ସିରାଜ ଭାରତକୁ ଏସିଆ କପ୍‌ ବିଜେତା କରିଥିଲେ । ସେ ଫାଇନାଲରେ ୨୧ ରନ୍‌ ଦେଇ ୬ଟି ୱିକେଟ୍‌ ନେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.