THE BYAPINI

ଖୁସି ଖବର: ଆଜି ଇ-ବସରେ ମାଗଣା ସେବା

Get real time updates directly on you device, subscribe now.

ଭୁବନେଶ୍ୱର: ରାଜଧାନୀରେ ଯାତାୟାତ କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର ।  ଭୁବନେଶ୍ୱରରେ ଆଜି ମାଗଣା ଇ-ବସ ଓ ଇ-ରିକ୍ସା ସେବା ମିଳିବ । କ୍ରୁଟର ଇ-ବସ ଓ ଇ-ରିକ୍ସାରେ ଯାତ୍ରୀମାନେ ମାଗଣାରେ ଯାତ୍ରା କରିପାରିବେ । ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଘୋଷଣା କରିଛନ୍ତି ।

ଆଜି ସ୍ୱଚ୍ଛ ବାୟୁ ଦିବସ ପରିପ୍ରେକ୍ଷୀରେ ଶ୍ରୀମତୀ ଦାସ ଏଭଳି ଘୋଷଣ କରିଛନ୍ତି ।  ପ୍ରଦୂଷଣ କମାଇବା ଲକ୍ଷ୍ୟରେ ଏଭଳି ଘୋଷଣା କରାଯାଇଛି । ପ୍ରକାଶ ଯେ, ରାଜଧାନୀ ଭୁବନେଶ୍ୱରରେ ୧୦ଟି ରୁଟରେ ଇ-ବସ ଗଡ଼ୁଥିବା ଜଣାଯାଇଛି । 

Get real time updates directly on you device, subscribe now.

Leave A Reply

Your email address will not be published.