THE BYAPINI

ଝାରସୁଗୁଡ଼ାରେ ପୁଣି ବାଘ ଆତଙ୍କ

Get real time updates directly on you device, subscribe now.

ଝାରସୁଗୁଡା  : ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ବିଭିନ୍ନ ଗାଁରେ ବାଘ ଆତଙ୍କ କ୍ଷ ସ୍ଥାନୀୟ ଜାମବେର୍ଣା ଗାଁରେ କଳରାପତରିଆର ପାଦ ଚିହ୍ନ ଦେଖିବାକୁ ମିଳିଥିବାବେଳେ ପିକୋଲ ଅଞ୍ଚଳରେ ଛେଳି ମାରି ଖାଇଛି କଳରାପତରିଆ କ୍ଷ କଲରାପତରିଆ ବାଘଟି ବେହେରାମାଲ, ଯାମବେର୍ଣା, ରେମଣ୍ଡା, ଢୋଲବାହାଲ, ଯମୁନା, ବାଲିକୁଦଲି, ଅଁଳାଝରନ ଆଦି ଅଞ୍ଚଳରେ ବୁଲାବୁଲି କରୁଥିବା ସୂଚନା ମିଳିଛି କ୍ଷ

ସେପଟେ ବନବିଭାଗ ପକ୍ଷରୁ ଜଙ୍ଗଲ ଭିତରକୁ ନଯିବା ସହ ଗୃହପାଳିତ ପଶୁଙ୍କୁ ମଧ୍ୟ ନଛାଡିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି କ୍ଷ ଗତ ଡିସେମ୍ବର ୧୪ ତାରିଖରେ ପିକୋଲ ଜଙ୍ଗଲରେ ଏକ କଲରାପତରିଆ ବାଘ ଦେଖା ଦେଇଥିଲା କ୍ଷ ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରେ କଳରାପତରିଆ ବାଘର ଫଟୋ କଏଦ ହୋଇଥିଲା କ୍ଷ 

Get real time updates directly on you device, subscribe now.

Leave A Reply

Your email address will not be published.