THE BYAPINI

ଦୁର୍ଘଟଣାରେ ଦେଢ ବର୍ଷର ଶିଶୁ ପୁତ୍ର ମୃତ

Get real time updates directly on you device, subscribe now.

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପୁରୁଣିଆ ନିକଟରେ ଅଭାବନୀୟ ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଆମ୍ବୁଲାନ୍ସ ରାସ୍ତାକଡରେ ଥିବା ଗଛରେ ପିଟି ହୋଇଯାଇଛି। ଦୁର୍ଘଟଣାରେ ଦେଢ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବାବେଳେ ୪ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି। ଶିଶୁ ପୁତ୍ରର ମାନସିକ ଥିବାରୁ ପରିବାର ଲୋକ ଘଟଗାଁ ତାରିଣୀ ଦର୍ଶନ ସାରି ଏକ ଘରୋଇ ଆମ୍ବୁଲାନ୍ସରେ ଫେରୁଥିବାବେଳେ ଏହି ଅଘଟଣ ଘଟିଛି।

Get real time updates directly on you device, subscribe now.

Leave A Reply

Your email address will not be published.