THE BYAPINI

ପୋଖରୀରେ ବୁଡି ଭାଇ ଭଉଣୀ ମୃତ

Get real time updates directly on you device, subscribe now.

ବାରିପଦା: ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଗ୍ରାମର ମାଝୀସାହିରେ ପୋଖରୀରେ ବୁଡି ଦୁଇ ଜଣକ ମୃତ୍ୟ ହୋଇଛି। ମୃତକ ଦୁଇ ଜଣ ହେଲେ ସ୍ଥାନୀୟ ଗ୍ରାମର ସ୍ବର୍ଗତ ଲବ ମାଝୀଙ୍କ ୬ବର୍ଷ ଝିଅ ମାଲ ମାଝୀ ଓ ୨ବର୍ଷ ପୁଅ କାର୍ତ୍ତିକ ମାଝୀ। ଏକୁଟିଆ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଦୁଇ ଜଣ ମୃତ୍ୟୁ ହୋଇଛି। ପୁଲିସ ମୃତଦେହ ଉଦ୍ଧାର କରି ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲକୁ ଆଣି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Leave A Reply

Your email address will not be published.