THE BYAPINI

ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ଅଭିନୀତ ଶେଷ ଫିଲ୍ମ ‘କର୍ତ୍ତବ୍ୟ’ ରିଲିଜ୍‌

Get real time updates directly on you device, subscribe now.

ଭୁବନେଶ୍ୱର: ଓଡିଆ ସିନେମାର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ଅଭିନୀତ ଏହା ଶେଷ ଫିଲ୍ମ । ଶ୍ରୀ ଜଗନ୍ନାଥ ମୁଭିଜ୍‌ ଓ ମୁକ୍ତି ଏକ୍ସପ୍ରେସ ପକ୍ଷରୁ ନିର୍ମିତ ‘କର୍ତ୍ତବ୍ୟ’ର ମୁଖ୍ୟ ଚରିତ୍ର ହେଉଛନ୍ତି ଜଣେ କର୍ତ୍ତବ୍ୟପରାୟଣ ସଚ୍ଚୋଟ ଶିକ୍ଷକ । କେନ୍ଦ୍ରରେ ଜଣେ କର୍ତ୍ତବ୍ୟପରାୟଣ ଶିକ୍ଷକ ଅଛନ୍ତି । ନିଜର ସାଧୁତା ପାଇଁ ସେ ସମସ୍ୟାରେ ଛନ୍ଦି ହେଉଛନ୍ତି । ତେବେ ତାଙ୍କର ଦୁଇଜଣ ଛାତ୍ର ତାଙ୍କର ସହାୟତା କରିଛନ୍ତି । ତେବେ ଏ ଫିଲ୍ମର ବଡ ଆକର୍ଷଣ ହେଉଛି, ଏ ହେଉଛି ବିଶିଷ୍ଟ ଅଭିନେତା ସ୍ୱର୍ଗତ ବିଜୟ ମହାନ୍ତିଙ୍କର ଶେଷ ଅଭିନୀତ ଫିଲ୍ମ । ଶଙ୍କର ପାତ୍ରଙ୍କ ପ୍ରଯୋଜିତ ଏହି ଫିଲ୍ମରେ ମାନସ ରଞ୍ଜନ ପାତ୍ର ନି?ର୍ଦ୍ଦେଶନା ଦେଇଛନ୍ତି । ବିଜୟ ମହାନ୍ତିଙ୍କ ସହିତ ଏଥିରେ ଅଭିନୟ କରିଛନ୍ତି ବିଶିଷ୍ଟ ଅଭିନେତା ଅଶ୍ରୁମୋଚନ ମହାନ୍ତି, ଜୀବନ ପଣ୍ଡା, ରତନ ମେହେର, ସୂର୍ଯ୍ୟନାରାୟଣ ବେହେରା ପ୍ରମୁଖ ।

Get real time updates directly on you device, subscribe now.

Leave A Reply

Your email address will not be published.