ହାଇଦ୍ରାବାଦ: ରେବନ୍ତ ରେଡ୍ଡୀ ତେଲଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ବିଧାୟକ ଦଳ ବୈଠକ ପରେ ସର୍ବସମ୍ମତିକ୍ରମେ କଂଗ୍ରେସ ହାଇକମାଣ୍ଡ ଏହି ନିଷ୍ପତ୍ତି ନେଇଛନ୍ତି। ଡିସେମ୍ବର ୭ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ସୂଚନାଯୋଗ୍ୟ, ରେବନ୍ତ ୨୦୨୧ ଜୁଲାଇରେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେବେଠାରୁ ଲଗାତର ଭାବେ ସେ ତୃଣମୂଳ ସ୍ତରରୁ ଦଳ ପାଇଁ କାର୍ଯ୍ୟ କରି ଚାଲିଥିଲେ।
Get real time updates directly on you device, subscribe now.
![](https://thebyapini.in/wp-content/uploads/2020/10/Byapini_logo_header.jpg)
Prev Post
ଭୁବନେଶ୍ୱର ଏବଂ ଜଟଣୀରେ ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା! ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ
Next Post