THE BYAPINI

ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ

Get real time updates directly on you device, subscribe now.

କଟକ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ ହୋଇଛି। ବିଧାୟକ ଶ୍ରୀ ଦାସଙ୍କ ଆବଦେନକୁ କଟକ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟର ବିବାହ ପଞ୍ଜୀକରଣ ଅଧିକାରୀ ବିବାହ ଆବେଦନରେ ତ୍ରୁଟି ଦର୍ଶାଇ ଖାରଜ କରିଥିବା ଜଣାପଡ଼ିଛି। ବାନ୍ଧବୀ ପ୍ରତ୍ୟୁଷା ନନ୍ଦଙ୍କୁ ବିଜୟ ଶଙ୍କର ବିବାହ ପାଇଁ କଟକ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଆବେଦନ କରିଥିଲେ। ବିଜୟ ଶଙ୍କରଙ୍କ ପକ୍ଷରୁ ଆବେଦନ ପତ୍ରରେ ପ୍ରତ୍ୟୁଷା ନନ୍ଦ ଅବିବାହିତ ବୋଲି ଦର୍ଶାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.