THE BYAPINI

ଭୁବନେଶ୍ୱରର ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ

Get real time updates directly on you device, subscribe now.

ଭୁବନେଶ୍ୱର  : ଭୁବନେଶ୍ୱର ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ । କଳ୍ପନା ଛକରେ ଥିବା ତୃପ୍ତି ରେଷ୍ଟୁରାଣ୍ଡରେ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୋମବାର ଦିନ ସକାଳୁ ସକାଳୁ କଳ୍ପନା ଛକରେ ଥିବା ତୃପ୍ତି ରେଷ୍ଟୁରାଣ୍ଡରେ ନିଆଁ ଲାଗିଥିବାର ଖବର ମିଳିଥିଲା। ରୋଷେଇ ଘରେ ରୋଷେଇ ଚାଲୁଥିବା ବେଳେ ନିଆଁ ଲାଗିଥିଲା । ଯାହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । 

Get real time updates directly on you device, subscribe now.

Leave A Reply

Your email address will not be published.