THE BYAPINI

କାହାକୁ କେଉଁ ମନ୍ତ୍ରାଳୟ?

Get real time updates directly on you device, subscribe now.

ମୋଦୀ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ପରେ ବିଭାଗ ବଂଟନ କରାଯାଇଛି । ଦେଶ ପାଇଛି ନୂଆ ସ୍ୱାସ୍ଥ୍ୟ, ଶିକ୍ଷା, ପେଟ୍ରୋଲିୟମ, ରେଳ ଓ କ୍ରୀଡା ମନ୍ତ୍ରୀ । ଜାଣନ୍ତୁ କାହାକୁ ମିଳିଲା କେଉଁ ମନ୍ତ୍ରାଳୟ?
ମନସୁଖ ମାଣ୍ଡଭ୍ୟ: ସ୍ୱାସ୍ଥ୍ୟ, ସାର ଓ ରାସାୟନ
ଅମିତ ଶାହା: ସମନ୍ୱୟ ବିଭାଗ
ଅଶ୍ୱିନୀ ବୈଷ୍ଣବ: ରେଳ ଓ ବୈଷୟିକ ଜ୍ଞାନକୌଶଳ
ଧର୍ମେନ୍ଦ୍ର ପ୍ରଧାନ: ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ
ହରଦୀପ ସିଂ ପୁରୀ: ପେଟ୍ରୋଲିୟମ , ସହରାଂଚଳ ବିକାଶ
ପୀୟୁଷ ଗୋଏଲ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ
ଜ୍ୟୋତିରାଦିତ୍ୟ ସିନ୍ଧିଆ: ବେସାମରିକ ବିମାନ ଚଳାଚଳ
ଅନୁରାଗ ଠାକୁର: କ୍ରୀଡା ଓ ଯୁବବ୍ୟାପାର, ସୂଚନା ଓ ପ୍ରସାରଣ
କିରଣ ରିଜିଜୁ: ଆଇନ ଓ ସଂସ୍କୃତି
ପୂୁରୁଷୋତମ ରୂପାଲା: ମତ୍ସ ଓ ପଶୁସମ୍ପଦ
ପଶୁପତି ପାରସ: ଖାଦ୍ୟ ପ୍ରକ୍ରିୟାକରଣ
ସ୍ମୃତି ଇରାନୀ: ମହିଳା ଓ ଶିଶୁ ବିକାଶ
ଗିରିରାଜ ସିଂହ: ଗ୍ରାମ୍ୟ ଉନ୍ନୟନ,ପଂଚାୟତିରାଜ
ସର୍ବାନନ୍ଦ ସୋନୱାଲ: ଆୟୁଷ, ବନ୍ଦ ଓ ଜାହାଜ ଚଳାଚଳ
ଭୂପେନ୍ଦ୍ର ଯାଦବ: ଶ୍ରମ,ଜଙ୍ଗଲ ଓ ପରିବେଶ
ବିଶ୍ୱେଶ୍ୱର ଟୁଡୁ: ଆଦିବାସୀ ବ୍ୟାପାର ଓ ଜଳଶକ୍ତି
ମୀନାକ୍ଷୀ ଲେଖି: ବୈଦେଶିକ ବ୍ୟାପାର(ରାଷ୍ଟ୍ରମନ୍ତ୍ରୀ)
ଜି.କିଷନରେଡ୍ଟୀ: ସଂସ୍କୃତି ପର୍ଯ୍ୟଟନ ଓ ଉତର-ପୂର୍ବାଚଂଳ ବିକାଶ
ଆର.କେ ସିଂ: ଶକ୍ତି ମନ୍ତ୍ରୀ
ଅନୁପ୍ରିୟା ପଟେଲ: ଶିଳ୍ପ, ବାଶିଜ୍ୟ(ରାଷ୍ଟ୍ରମନ୍ତ୍ରୀ)
ନାରାୟଣ ରାଣେ: ଏମଏସଏମଇ ମନ୍ତ୍ରାଳୟ
ପ୍ରହ୍ଲାଦ ଯୋଶୀ: ସଂସଦୀୟ ବ୍ୟାପାର, ଖଣି ଓ କୋଇଲା
ରାମଚନ୍ଦ୍ର ପ୍ରସାଦ ସିଂ: ଇସ୍ପାତ ମନ୍ତ୍ରୀ
ମୁକ୍ତାର ଆବାସ ନକଭୀ: ସଂଖ୍ୟାଲଘୁ ବ୍ୟାପାର
ଗଜେନ୍ଦ୍ର ସିଂ ଶିଖାୱତ:ଜଳଶକ୍ତି
ମହେନ୍ଦ୍ର ନାଥପାଣ୍ଡେ: ହେଭି ଇଣ୍ଡଷ୍ଟ୍ରୀ

Get real time updates directly on you device, subscribe now.

Leave A Reply

Your email address will not be published.