THE BYAPINI

ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଂଟର

Get real time updates directly on you device, subscribe now.

ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଂଟର । ଆଜି ହାଇଦରକୁ ସ୍ଥାନାନ୍ତର କରିବା ସମୟରେ ସେ ଫେରାର୍ ହେବାକୁ ଉଦ୍ୟମ କରୁଥିଲା । ଏହି ସମୟରେ ପୋଲିସ ତାକୁ ଗୁଳି ମାରିଥିବା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ତେବେ ଆଜି ଦିନ ୩ଟା ୨୦ ମିନିଟ୍ ସମୟରେ ଏହି ଘଟଣା ଘଟିଥିବା ସେ କହିଛନ୍ତି ।

ପୁଣି ଥରେ ଖସିଯିବାକୁ ଉଦ୍ୟମ ବେଳେ ପୁଲିସ ଏନକାଉଂଟର କରିଛି । ଚୌଦ୍ୱାର ଜେଲରୁ ବାରିପଦାକୁ ସ୍ଥାନାନ୍ତର କରାଯାଉଥିବା ବେଳେ ହାଇଦର ଅଧାବାଟରେ ପରିସ୍ରା କରିବେ ବୋଲି କହିିଥିଲା । ଏହି ସମୟରେ ସେ ଖସିଯିବାକୁ ଉଦ୍ୟମ କରିଥିଲା । ସୁରକ୍ଷା କର୍ମୀଙ୍କ ଠାରୁ ବନ୍ଧୁକ ଛଡାଇ ଦøଡି ପଳାଇବାକୁ ଉଦ୍ୟମ ବେଳେ ଗୁଳି ଚଳାଇଥିଲ ପୁଲିସ । ହାଇଦରର ପେଟରେ ଗୁଳି ବାଜିଛି । ଆହତ ହାଇଦରକୁ ବାଲେଶ୍ୱର ହସ୍ପିଟାଲକୁ ନିଆଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.