THE BYAPINI

ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ

Get real time updates directly on you device, subscribe now.

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆଜି ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟ ମୁତାବକ, ପୋଷ୍ଟମର୍ଟମ ହେବାର ପ୍ରାୟ ୬ ଘଣ୍ଟା ପୂର୍ବରୁ ହିଁ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା । ଏହାସହ ତାଙ୍କ ଶରୀରର ବହୁ ଅଂଶ ପୋଡିଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।ସୌମ୍ୟଙ୍କ ୯୫% ପୋଡି ଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ପାକସ୍ଥଳି ଖାଲିଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି । ମୃତଦେହରେ କିରାସିନି ଗନ୍ଧ ଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ସେପଟେ ଘଟଣାକୁ ନେଇ ସୌମ୍ୟଙ୍କ ଭାଇ ପ୍ରତିକ୍ରିୟା ରଖିଛନ୍ତି ।ତଦନ୍ତ ଉପରେ ସେ ସନ୍ତୁଷ୍ଟ ନଥିବା ସେ କହିଛନ୍ତି । ଗତ ଜୁଲାଇ ୧୨ ତାରିଖରେ ଏସିଏଫ୍ ସୌମ୍ୟରଞ୍ଜନଙ୍କର ଦେହରେ ନିଆଁ ଲାଗିବା ହେତୁ ତାଙ୍କ ଦେହର ଅଧିକାଂଶ ଅଂଶ ପୋଡିଯାଇଥିଲା । ଏହାପରେ ତାଙ୍କୁ ମେଡିକାଲରେ

Get real time updates directly on you device, subscribe now.

Leave A Reply

Your email address will not be published.