THE BYAPINI

କୃର୍ଣ୍ଣାଲ ପାଣ୍ଡ୍ୟାଙ୍କୁ କରୋନା

Get real time updates directly on you device, subscribe now.

ଭାରତୀୟ ଅଲ୍‌ରାଉଣ୍ଡର କୃର୍ଣ୍ଣାଲ ପାଣ୍ଡ୍ୟାଙ୍କୁ କରୋନା । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ପୂର୍ବରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତିୁ କୃର୍ଣ୍ଣାଲ । ରିପୋର୍ଟ ନଆସିବା ଯାଏଁ ସଙ୍ଗରୋଧରେ ରହିବେ ଅନ୍ୟ ଖେଳାଳି । ଅନ୍ୟ ଖେଳାଳିଙ୍କ ନମୁନା ନେଗେଟିଭ ଆସିବା ପରେ ମ୍ୟାଚ ଖେଳାଯିବ ।

ଭାରତ ଏବଂ ଶୀଲଙ୍କା ମଧ୍ୟରେ ମଙ୍ଗଳବାର ହେବାକୁ ଥିବା ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍ ବାତିଲ କରାଯାଇଛି । ଆସନ୍ତାକାଲି ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଇପାରେ । ତେବେ ପ୍ରଶ୍ନ ଉଠିଛି କଡା ବାୟୋ ବବଲରେ ଥାଇ ମଧ୍ୟ କିଭଳି ଭାବେ କରୋନାରେ ଆକ୍ରାନ୍ତ ହେଲେ କ୍ରୁନାଲ ପାଣ୍ଡ୍ୟା । ତେବେ ଏଯାବତ୍ ମିଳିଥିବା ସୂଚନା ମୁତାବକ ପୃଥ୍ୱି ଶ’ ଏବଂ ସୂର୍ୟ୍ୟ କୁମାର ଯାଦବଙ୍କୁ ଆଇସେଲେସନ୍‌ରେ ରଖାଯାଇଥିବା ଜଣାପଡ଼ିଛି । ଯଦି ସେମାନେ ବି କରୋନା ସଂକ୍ରମିତ ଚିହ୍ନଟ ହୁଅନ୍ତି ତେବେ ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ୍ ସେମାନେ ଖେଳିପାରିବେ ନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.