THE BYAPINI

ବ୍ରୋଞ୍ଜ ପାଇଁ ଲଢିବ ଭାରତୀୟ ଦଳ

Get real time updates directly on you device, subscribe now.

ଟୋକିଓ ଅଲିମ୍ପିକ୍ସ ମହିଳା ହକି ସେମି ଫାଇନାଲରେ ଲଢୁଆ ପ୍ରଦର୍ଶନ କରିବା ସତ୍ତ୍ବେ ଭାରତୀୟ ଦଳ ନିରାଶ ହୋଇଛି। ଆର୍ଜେଣ୍ଟିନା ଭାରତକୁ ୨-୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବ ଭାରତ ।

ପରାଜୟ ପରେ ବି ରହଛି ପଦକ ଆଶା ଅଛି ଭାରତ ପାଇଁ । ବ୍ରୋଞ୍ଜ ପଦକ ପାଇଁ ଭାରତ ଗ୍ରେଟ ବ୍ରିଟେନକୁ ଭେଟିବ ।ଭାରତୀୟ ମହିଳା ହକି ଦଳ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ମହିଳା ହକି ଦଳ ଚଳିତ ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଥିଲା । ସେମିଫାଇନାଲରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.