THE BYAPINI

୨ ଦିନ ଭିତରେ ମୂର୍ତ୍ତି ଉଚ୍ଚତା ନିଷ୍ପତ୍ତି

Get real time updates directly on you device, subscribe now.

ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ବସିଥିବା ବୈଠକ ଶେଷ । ମୂର୍ତ୍ତିର ଉଚ୍ଚତା କେତେ ଫୁଟ ରହିବ, ଏନେଇ ଆସନ୍ତା ଦୁଇଦିନ ଭିତରେ ନିଷ୍ପତ୍ତି ନେବେ ସରକାର । ମହାନଗର ଶାନ୍ତି କମିଟି ମୁଖ୍ୟ ପ୍ରଭାତ ରଞ୍ଜନ ତ୍ରିପାଠୀ କହିଛନ୍ତି, ଦୁର୍ଗାପୂଜାକୁ ଆହୁରି ଗୋଟିଏ ମାସରୁ ଅଧିକ ସମୟ ବାକି ରହିଛି । ତେଣୁ ସେହି ସମୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଦର୍ଶନ ଉପରେ ସରକାର ନିଷ୍ପତ୍ତି ନେବେ ।
ଦୁର୍ଗାପୂଜା ସହ ଲୋକଙ୍କର ଭାବାବେଗ ଜଡିତ ଥିବାରୁ ସରକାର ଉଚିତ୍ ନିଷ୍ପତ୍ତି ନେବେ । ମନ୍ଦିରରେ ଯେହେତୁ ଦର୍ଶନ ପାଇଁ ଅନୁମତି ମିଳିଲାଣି ତେଣୁ ଦୁର୍ଗାପୂଜାରେ ମଧ୍ୟ ଭକ୍ତଙ୍କୁ ଅନୁମତି ମିଳିପାରେ । ସଂକ୍ରମଣ ସ୍ଥିତିକୁ ଦେଖି ଆବଦ୍ଧ ପୂଜା ଉପରେ ନିଷ୍ପତ୍ତି ନିଆଯିବ ।

Get real time updates directly on you device, subscribe now.

Leave A Reply

Your email address will not be published.