THE BYAPINI

ଖୋଲିଲା ହୀରାକୁଦ ଗେଟ୍

Get real time updates directly on you device, subscribe now.

ଖୋଲିଲା ହୀରାକୁଦ ଗେଟ୍ । ସତର୍କ ଘଣ୍ଟି ବାଜିବା ସହ ଖୋଲିଲା ଗେଟ୍ । ହୀରାକୁଦର ୩ ନଂ ଓ ୭ ନଂ ଗେଟ୍ ପ୍ରଥମେ ଖୋଲିଲା । ଏହା ପରେ ପର୍ଯ୍ୟାୟକ୍ରମେ ୬ଟି ଗେଟ୍ ଖୋଲାଗଲା ।
ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ସେହିପରି ଏବେ ଉପରମୁଣ୍ଡରେ ବର୍ଷା ଜାରି ରହିଛି । ତେଣୁ ହୀରାକୁଦର ଜଳ ସ୍ତର ବୃଦ୍ଧି ପାଇଛି । ଜଳସ୍ତର ବୃଦ୍ଧି ପାଇବା ପରେ ଆଜି ଗେଟ୍ ଖୋଲାଯାଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ଗେଟ୍ ।

Get real time updates directly on you device, subscribe now.

Leave A Reply

Your email address will not be published.