THE BYAPINI

ବଲାଙ୍ଗିରରେ ପୋଲିସ ଡିଜି

Get real time updates directly on you device, subscribe now.

ବଲାଙ୍ଗିରରେ ପୋଲିସ ଡିଜି । ମାଓ ଏନକାଉଣ୍ଟର ପ୍ରସଙ୍ଗରେ ସମୀକ୍ଷା ପାଇଁ ବଲାଙ୍ଗିରରେ ପହଞ୍ଚିଛନ୍ତି ଡିଜିପି ଅଭୟ । ବଲାଙ୍ଗିର ସିଆରପିଏଫ କ୍ୟାମ୍ପରେ ମାଓ ମୃତଦେହ ପହଞ୍ଚିଥିବା ବେଳେ ସେଠାରେ ଡିଜି ପହଞ୍ଚିଛନ୍ତି ।ଖପ୍ରାଖୋଲ ଜଙ୍ଗଲରେ ଏନକାଉଣ୍ଟର ପରେ ସମୀକ୍ଷା ପାଇଁ ଡିଜି ବଲାଙ୍ଗୀର ଯାଇଛନ୍ତି ।

ମାଓ ଅପରେସନରେ ସାମିଲ ଯବାନଙ୍କୁ ଡିଜି ପ୍ରଶଂସା ପ୍ରଶଂସା କରିଛନ୍ତି । ଯବାନଙ୍କୁ ପୁରସ୍କୃତ କରାଯିବ କହିଛନ୍ତି ଡିଜିପି । ଗତକାଲି ଖପ୍ରାଖୋଲ ଥାନା ଜୁନାନୀବାହାଲ ଗାଁରେ ପୁଲିସ ଓ ଡିଭିଏସ ଟିମଙ୍କ ଗୁଳିବିନିମୟରେ ଜଣେ କ୍ୟାଡର ନକ୍ସଲ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବିଶ୍ୱସ୍ତ ସ୍ୱତ୍ରରୁ ଯାହା ଜଣାପଡ଼ୁଛି ମୃତ ମାଓବାଦୀ ନାଁ ଏସିଏମ୍ ଶଙ୍କର । ସେ ଛତିଶଗଡ଼ ଅଞ୍ଚଳର ଇସ୍ତ୍ରାରାମ ପୋଲିସ ଅଞ୍ଚଳର ବୋଲି ଜଣାପଡ଼ିଛି । ଗତକାଲି ଖପ୍ରାଖୋଲ ଥାନା ଜୁନାନୀବାହାଲ ଗାଁରେ ପୁଲିସ ଓ ଡିଭିଏସ ଟିମଙ୍କ ଗୁଳିବିନିମୟରେ ଜଣେ କ୍ୟାଡର ନକ୍ସଲ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.