THE BYAPINI

ପ୍ରଜାକୋର୍ଟରେ ନିସ୍ତୁକ ମାଡ଼ ଖାଇଥିବା ଯୁବକଙ୍କ ମୃତ୍ୟୁ

Get real time updates directly on you device, subscribe now.

ମାଥିଲି ଦଲଦଲିରେ ମାଓବାଦୀଙ୍କ ପ୍ରଜାକୋର୍ଟ । ପ୍ରଜାକୋର୍ଟରେ ନିସ୍ତୁକ ମାଡ଼ ଖାଇଥିବା ଯୁବକଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଦଲଦଲି ଗାଁରେ ଘଟିଛି ଏହି ଘଟଣା । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀଙ୍କ ପ୍ରଜାକୋର୍ଟରେ ମାଡ଼ ଖାଇଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ କେରମେଟି ଗାଁର ଆନନ୍ଦ ।
ଗତ କିଛି ଦିନ ତଳେ ମୋବାଇଲ ପାଇଁ ପ୍ରଜାକୋର୍ଟ କରିଥିଲେ ମାଓବାଦୀ । ଯୁବକଙ୍କୁ ମୋବାଇଲ ବାରଣ ପାଇଁ ତୁଳସୀ ଅଂଚଳରେ ପତିଆରି ଜାରି କରିଥିଲେ । ଏଥିରେ କେରମେଟି ଗାଁର ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଗତକାଲି ରାତିରେ ଯୁବକଙ୍କ ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.

Leave A Reply

Your email address will not be published.