THE BYAPINI

ପଞ୍ଚ ।ୟତ ଲଢେଇ: ଦ୍ୱିତୀୟ ଦିନର ଭୋଟ ଗଣତି

Get real time updates directly on you device, subscribe now.

ପଞ୍ଚାୟତ ଫଇସଲାର ଦ୍ୱିତୀୟ ଦିନ । ଆଜି ୩୦୫ ଜିଲ୍ଳା ପରିଷଦ ଜୋନ୍ ପାଇଁ ଚାଲିଛି ଭୋଟ ଗଣତି । ଗଣତିର ଦ୍ୱିତୀୟ ଦିନରେ ରାଜ୍ୟର ୩୦୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗଣତି ହେବ ।
ପ୍ରଥମ ଦିନର ଗଣତିରେ ବିଜେଡି ଆଗୁଆ ରହିଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ପ୍ରଥମ ଦିନ ଗଣତିରେ ୩୨୫ ଜୋନରୁ ୨୫୬ ଜୋନର ଫଳାଫଳ ପ୍ରକାଶ କରାଯାଇଛି । ସେଥିମଧ୍ୟରୁ ୨୩୦ ଜୋନରେ ବିଜେଡି ବିଜୟ ହୋଇଛି । ୧୨ଟି ଜୋନରେ କଂଗ୍ରେସ ଓ ୧୦ଟିରେ ବିଜେପି ବାଜିମାତ୍ କରିଥିବା ୨ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ବିଜୟ ହୋଇଛନ୍ତି । ସେହିଭଳି ୨ଟି ଜୋନ୍ ଅନ୍ୟାନ୍ୟ ପ୍ରାର୍ଥୀଙ୍କ ଖାତାକୁ ଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.