ପୌର ଫଇସଲା: ଜାଣନ୍ତୁ କିଏ କେଉଁଠି ବିଜୟୀ?
୧୦୫ଟି ମ୍ୟୁନିସିପାଲିଟି ଓ ଏନ୍ଏସିର ଅଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଫଳାଫଳ ଆଜି ଆସିଛି। ଆସନ୍ତା ଜାଣିବା କିଏ କେଉଁଠି ଅଧ୍ୟକ୍ଷ ପଦ ହାତେଇଛନ୍ତି ନିମ୍ନରେ ପଢ଼ନ୍ତୁ
• ନବରଙ୍ଗପୁର ପୌର ପରିଷଦ ଅଧ୍ୟକ୍ଷ ଭାବେ ବିଜେପି ପ୍ରାର୍ଥୀ କୁନୁ ନାୟକ ୨ ହଜାର ଭୋଟରେ ବିଜୟୀ ହୋଇଛନ୍ତି ।
• ବାଲିଗୁଡାରେ ଅଧ୍ୟକ୍ଷ ପଦବୀରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଗୋବିନ୍ଦ ପ୍ରଧାନ
• ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌରପରିଷଦ, ବିନିକା ଓ ତରଭା ବିଜ୍ଞାପିତ ଅଂଚଳ ପରିଷଦରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ବିଜୟୀ ।
• ସୋନପୁର ପୌର ପରିଷଦରେ ବିଜେଡି ପ୍ରାର୍ଥୀ ତାମସୀ ତାମସ୍ମିତା ନାଏକ – ୩୫୬୭ରେ ବିଜୟୀ
• ବିନିକା ବିଜ୍ଞାପିତ ଅଂଚଳ ପରିଷଦରେ ବିଜେଡି ପ୍ରାର୍ଥୀ ସୁବାଷ ଚନ୍ଦ୍ର ଭୋଇ ବିଜୟୀ
• ତରଭା ବିଜ୍ଞାପିତ ଅଂଚଳ ପରିଷଦରେ ବିଜେଡି ପ୍ରାର୍ଥୀ ବନ୍ଦିତା ନାଏକ ବିଜୟୀ
• ଭବାନୀପାଟଣା ପୌର ପରିଷଦରେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ସଂଯୁକ୍ତା ବେହେରା ୮୪୭ ଭୋଟରେ ବିଜୟୀ
• ଧର୍ମଗଡ ଏନଏସି ଅଧକ୍ଷ ପାଇଁ ବିଜେପି ପ୍ରାର୍ଥୀ ଅଶୋକ କୁମାର ମହାନ୍ତି ୨୪୬୧ ଭୋଟରେ ବିଜୟୀ କ୍ଷ
• ଜୁନାଗଡ଼ ଏନଏସି ଅଧକ୍ଷ ପ୍ରାର୍ଥୀ ପାଇଁ ବିଜେପିର ମୁକେଶ ଅଗ୍ରୱାଲ ୧୧୭୪ ଭୋଟରେ ବିଜୟୀ କ୍ଷ
• କେସିଙ୍ଗା ଏନଏସି ଅଧକ୍ଷ ପ୍ରାର୍ଥୀ ପାଇଁ ବିଜେଡି ନୃପରାଜ ଯାଦବ ୯୧୨ ଭୋଟରେ ବିଜୟୀ କ୍ଷ
• କେନ୍ଦ୍ରାପଡା ପୌର ନିର୍ବାଚନରେ ବିଜେଡିର ବାଜିମାତ । କେନ୍ଦ୍ରାପଡା ମ୍ୟୁନିସିପାଲିଟିର ଅଧ୍ୟାକ୍ଷ୍ୟା ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡି ପ୍ରାର୍ଥୀ ସରିତା ସାହୁ।
• ଚମ୍ପୁଆ ଘଇଉ ରେ ଈଔଊ ର ଅଧକ୍ଷ ଗିରିଜା ଶଙ୍କର ସାହୁ ୩୫୬୧ ଖଣ୍ଡ ଭୋଟରେ ବିଜୟୀ ।
• ଆନନ୍ଦପୁର ପୌରାଧ୍ୟକ୍ଷା ଭାବେ ବିଜେଡିର ରଜନିରାଣୀ ଖଟୁଆ ୧୫୬୯ ଭୋଟରେ ହେଲେ ବିଜୟୀ
• ଯୋଡା ପୌର ପାଳିକାର ଅଧ୍ୟକ୍ଷ ଭାବେ ଡା. ଜଗଦୀଶ ପ୍ରସାଦ ସାହୁ (ବିଜେଡି) ୪୬୨ ୯ଖଣ୍ଡ ଭୋଟରେ ବିଜୟୀ
• ଭବାନୀପାଟଣା ପୌର ପରିଷଦରେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ସଂଯୁକ୍ତା ବେହେରା ୮୪୭ ଭୋଟରେ ବିଜୟୀ କ୍ଷ
• ଧର୍ମଗଡ ଏନଏସି ଅଧ୍ୟକ୍ଷ ପାଇଁ ବିଜେପି ପ୍ରାର୍ଥୀ ଅଶୋକ କୁମାର ମହାନ୍ତି ୨୪୬୧ ଭୋଟରେ ବିଜୟୀ କ୍ଷ
• ଜୁନାଗଡ଼ ଏନଏସି ଅଧ୍ୟକ୍ଷ ପ୍ରାର୍ଥୀ ପାଇଁ ବିଜେପି ମୁକେଶ ଅଗ୍ରୱାଲ ୧୧୭୪ ଭୋଟରେ ବିଜୟୀ କ୍ଷ
• କେସିଙ୍ଗା ଏନଏସି ଅଧକ୍ଷ ପ୍ରାର୍ଥୀ ପାଇଁ ବିଜେଡି ନୃପରାଜ ଯାଦବ ୯୧୨ ଭୋଟରେ ବିଜୟୀ କ୍ଷ
• ବାସୁଦେବପୁର ପୌରପାଳିକାର ଚେୟାରମେନ ପାଇଁ ବିଜେଡି ର ନିବେଦିତା ବେହେରା ବିଜୟୀ
• ଦଶପଲ୍ଲା ଏନଏସି ସ୍ବାଧୀନ ଅଧକ୍ଷା ପ୍ରାର୍ଥୀ ପୁନମ୍ ପ୍ରିୟଦର୍ଶିନୀ ବିଜୟୀ ।
• ଖୋର୍ଦ୍ଧା ପୌରପରିଷଦର ଅଧ୍ୟକ୍ଷ ଭାବେ ଈଔଊ ପାର୍ଥୀନୀ କନକଲକ୍ଷ୍ମୀ ମହାନ୍ତି ବିଜୟୀ।
• ଫୁଲବାଣି ପୌର ପରିଷଦ ରେ ବିଜେପି ଅଧ୍ୟକ୍ଷା ପାର୍ଥୀନୀ ସ୍ମିତା ରାଣୀ ପଟନାୟକ ବିଜୟୀ
• ବାଲିଗୁଡାରେ ଅଧ୍ୟକ୍ଷ ଭାବେ ବିଜେଡି ପ୍ରାର୍ଥୀ ଗୋଵିନ୍ଦ ପ୍ରଧାନ ବିଜୟୀ
• ଜି. ଉଦୟଗିରି ଏନଏସିରେ ଅଧ୍ୟକ୍ଷ ଭାବେ ବିଜେଡି ପାର୍ଥୀନୀ ଭାନୁ ପ୍ରଭା ମିଶ୍ର ବିଜୟୀ ହୋଇଛନ୍ତି କ୍ଷ
• ପାଟଣାଗଡ଼ ଏନଏସି ମାନସୀ ବିଶ୍ୱାଳ ଅଧ୍ୟକ୍ଷା ଭାବେ ବିଜୟୀ ହୋଇଛନ୍ତି