THE BYAPINI

ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

Get real time updates directly on you device, subscribe now.

ବହୁ ଚର୍ଚ୍ଚିତ କଳ୍ପନା ଦାସ ଓ ଝିଅ ବବଲି ହତ୍ୟାକାଣ୍ଡ ମାମଲାର ରାୟ । ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ସଜା ମିଳିଛି । ଛତିଶଗଡ଼ ରାୟଗଡ଼ ସେସନ୍ସ କୋର୍ଟ ଦେଲେ ଦଣ୍ଡାଦେଶ । ପ୍ରମାଣ ଅଭାବରୁ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ନିର୍ଦ୍ଦୋଷରେ ଖଲାସ ।
ଛତିଶଗଡ ରାୟଗଡା ଜିଲ୍ଲାରେ ଘଟିଥିଲା ହତ୍ୟାକାଣ୍ଡ । ୨୦୨୦ରେ ଅନୁପ ସାଏଙ୍କୁ ଗିରଫ କରିଥିଲା ଛତିଶଗଡ଼ ପୁଲିସ । ପୂର୍ବରୁ ଶୁଣାଣି ଶେଷ ହୋଇଥିବା ବେଳେ ଆଜି ରାୟ ଆସିଛି

Get real time updates directly on you device, subscribe now.

Leave A Reply

Your email address will not be published.