THE BYAPINI

ରୋଷ ଘରେ ଚୁଲି ଭାଙ୍ଗିଦେଲେ

Get real time updates directly on you device, subscribe now.

ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ରୋଷ ଘରେ ଚୁଲି ଭାଙ୍ଗିଦେଲେ ଦୁର୍ବୃତ । ରୋଷ ଘରେ ୩୦୦ରୁ ଅଧିକ ଚୁଲି ଭଙ୍ଗାଯାଇଛି । ସେବାୟତମାନଙ୍କ ଭିତରେ ପୂର୍ବ ଶତ୍ରୁତାକୁ ନେଇ ଚୁଲି ଭଙ୍ଗାଯାଇଥିବା ଅନୁମାନ କରାଯାଉଛି । ଶ୍ରୀମନ୍ଦିର ରୋଷ ଘରେ ୭୦୦ ଶହ ଚୁଲି ରହିଛି । ଭଙ୍ଗା ଯାଇଥିବା ଚୁଲିରେ ବରାଦି ଭୋଗ କରାଯାଇଥାଏ ।
ରସ୍ପର ଭିତରେ ଶତ୍ରୁତା କାରଣରୁ ଜଗନ୍ନାଥଙ୍କ ରୋଷ ଘର ଚୁଲା ଭାଙ୍ଗି ଦେଇଛନ୍ତି ସେବାୟତ । ପୁରୀ ଶ୍ରୀମନ୍ଦିରରୁ ଆସିଥିବା ଏଭଳି ସାଂଘାତିକ ଖବର ଏବେ ଭକ୍ତ ମହଲରେ ଅସନ୍ତୋଷ ବଢାଉଛି । ମିଳିଥିବା ସୂଚନା ଅନୁସାରେ ଶ୍ରୀମନ୍ଦିର ରୋଷ ଘରେ ଥିବା ୭୦୦ ଚୁଲାରୁ ୩୦୦ରୁ ଅଧିକ ଚୁଲା ଭାଙ୍ଗି ଦିଆଯାଇଛି ।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରଚ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.