THE BYAPINI

ଚଳିତ ବର୍ଷ ସ୍ୱାଭାବିକ ମୌସୁମୀ

Get real time updates directly on you device, subscribe now.

ଚଳିତ ବର୍ଷ ସ୍ୱାଭାବିକ ମୌସୁମୀ । ସ୍ୱାଭାବିକ ରହିବ ଦକ୍ଷିଣ-ପଶ୍ଚିମ ମୌସୁମୀ । ଭାରତୀୟ ପାଣିପାଗ ବିଭାଗର ଆକଳନ । ମୌସୁମୀ ଜୁନରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ରହିବ । ଚଳିତ ବର୍ଷ ୯୬ରୁ ୧୦୪ପ୍ରତିଶତ ବର୍ଷା ହେବା ନେଇ ଆକଳନ କରାଯାଇଛି । ଉତ୍ତର ଓ କେନ୍ଦ୍ର ଭାରତରେ ସ୍ୱାଭାବିକରୁ ଅଧିକ ବର୍ଷା ସମ୍ଭାବନା । ଉତ୍ତର ପୂର୍ବାଞ୍ଚଳ, ଉତ୍ତର ପଶ୍ଚିମାଞ୍ଚଳ, ଦକ୍ଷିଣାଞ୍ଚଳରେ କମ୍ ବର୍ଷା ସମ୍ଭାବନା ରହିଛି । ଏହାଦ୍ୱାରା ଚାଷ ଓ ଏ ସମ୍ପର୍କିତ କ୍ଷେତ୍ରରେ ଅଭିବୃଦ୍ଧି ବଢିପାରେ ବୋଲି ଆଶା କରାଯାଉଛି । ୨୦୨୧ରେ ବି ଦେଶରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଥିଲା । ୨୦୨୦ରେ ବି ସ୍ୱାଭାବିକ ବର୍ଷା ହୋଇଥି

Get real time updates directly on you device, subscribe now.

Leave A Reply

Your email address will not be published.