ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବିଜେଡିର ଉପଦେଷ୍ଟା ପ୍ରମୋଦ ରଥ ବିଜେଡିରୁ ବହିଷ୍କୃତ । ଦଳ ବିରୋଧି କାର୍ୟ୍ୟ ପାଇଁ ବହିଷ୍କୃତ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।
ପ୍ରମୋଦ ରଥ ପୂର୍ବରୁ ୨୦୧୪ରୁ ୨୦୧୯ ଯାଏଁ ବିଜେଡିର ଜିଲ୍ଲା ସଭାପତି ରହିଥିବାବେଳେ ୫ଥର ବାର୍ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ଥିଲେ । ସମ୍ବଲପୁରବାସୀଙ୍କ ସ୍ୱର ଉତ୍ତୋଳନ ଯଦି ଅପରାଧ ସେ ଅପରାଧ ବାରମ୍ବାର କରିବି ବୋଲି ପ୍ରମୋଦ କହିଛନ୍ତି ।