ତୃତୀୟ ପର୍ୟ୍ୟାୟରେ ରାଜ୍ୟରେ ୭୮.୬ % ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୁବର୍ଣ୍ଣପୁରରେ ସର୍ବାଧିକ ୮୭.୪୪ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬୬.୭୫ ପ୍ରତିଶତ ମତଦାନ ହୋଇଛି ।
ନବରଙ୍ଗପୁରରେ ୮୬.୩୩, କୋରାପୁଟରେ ୮୪.୭୮, ଅନୁଗୁଳରେ ୮୪.୨୪, ଗଜପତିରେ ୮୨. ୭୨, ବରଗଡରେ ୮୨.୬୩ ପ୍ରତିଶତ ମତଦାନ ହୋଇଛି ।