ତିର୍ତ୍ତୋଲରେ ପୁଣି ବିଜୟ ବାନା ଉଡାଇଲା ବିଜେଡି । ଶୁଭିଲା ଶଙ୍ଖ, ମଉଳିଗଲା ପଦ୍ମ । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କ ଦାସଙ୍କ ବାଜିମାତ୍ । Read more
ବାଲେଶ୍ୱରରେ ବିଜେଡିର ବାଜିମାତ୍ । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ବିପୁଳ ବିଜୟ । ବିଜେଡି ଦଖଲରେ ବିଜେପିର ଗଡ଼ । Read more
ଜୋ ବାଇଡେନ ହେଲେ ଆମେରିକା ରାଷ୍ଟ୍ରପତି, କମଳା ହେରିସ ହେଲେ ଉପରାଷ୍ଟ୍ରପତି, ହେଲେ ପରାଜୟକୁ ମାନିବାକୁ ନାରାଜ ଟ୍ରମ୍ପ । Read more
ରୋଚକ ସ୍ଥିତିରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଫଳାଫଳ ଆଗରୁ ସୁପ୍ରିମକୋର୍ଟ ଗଲେ ଟ୍ରମ୍ପ, ୱିସକିନସନରେ ପୁଣି ଭୋଟ ଗଣତି ଦାବି Read more