ଏଣିକି ଶ୍ରୀମନ୍ଦିରରେ ମିଳିବ ଅବଢା, ମହାପ୍ରସାଦ ଉପରୁ ହଟିଲା କଟକଣା । ଡିସେମ୍ବର ଶେଷରେ ଖୋଲିପାରେ ଶ୍ରୀମନ୍ଦିର । Read more
କିଏ ମାରିବ ବାଜି ? କାହାକୁ ବାଛିବେ ଜନତା ?ଦିନ କେଇଟା ପରେ ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ। ଗାଁ ଗାଁରେ ଭୋଟରଙ୍କୁ ମନେଇବାକୁ ଚାଲିଛି ତିନି ରାଜନୈତିକ ଦଳର ପ୍ରୟାସ । Read more
ଆସନ୍ତା ୨୪ ଘଂଟା ମଧ୍ୟରେ ପ୍ରବଳ ବର୍ଷିବ । ୨୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା । ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । Read more
ବୈଜୟନ୍ତଙ୍କ ବିରୋଧରେ ତେଜିଲା ବିରୋଧ । ଓଡିଶାକୁ ପାକିସ୍ତାନ ସହ ତୁଳନା କରି ଟୁଇଟ ପରେ ବିିଭିନ୍ନ ସ୍ଥାନରେ ପ୍ରତିବାଦ । ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ । Read more
ଅକ୍ଟୋବରରେ କମୁଛି କରୋନା ସଂକ୍ରମଣ, ରାଜ୍ୟରେ ୨ ହଜାର ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା । ଧୀରେ ଧୀରେ କମୁଛି ପ୍ରକୋପ । Read more
ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲା : ବେସରକାରୀ ସ୍କୁଲ ଫି ଛାଡ କରିବା ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସରକାରଙ୍କୁ କହିଲେ ହାଇକୋର୍ଟ Read more
କୋଭିଡ଼ ଗାଇଡ଼ଲାଇନ ଭିତରେ ହେବ ଦୁର୍ଗାପୂଜା । କେବଳ କଟକରେ ୪ ଫୁଟରୁ ଅଧିକ ଉଚ୍ଚର ୯ଟି ମୂର୍ତ୍ତି ନିର୍ମାଣକୁ ମିଳିଲା ଅନୁମତି । ପ୍ରଶାସନ ଉପରେ ଛାଡିଲେ ଭସାଣୀ ଦାୟିତ୍ୱ । Read more
ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା । ଏଣିକି ବାହାର ଜିଲ୍ଲାର ଶବ ହୋଇପାରିବ ସତ୍କାର । କରୋନାରେ ମୃତ ବ୍ୟକ୍ତିଙ୍କ ଶବଦାହ ପାଇଁ ରହିବ କଟକଣା । Read more