ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ : ସହକାରୀ ଯନ୍ତ୍ରୀଙ୍କ ରହିଛି ୪୮ଟି ଫ୍ଲାଟ, ୬ କୋଟିରୁ ଅଧିକ ସଂପତ୍ତି ଜବତ । Read more
କଟକରେ ଦଶହରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୩୦ ପ୍ଲାଟୁନ ପୁଲିସ ଫୋର୍ସ । ଭସାଣୀ ଉପରେ ନଜର । Read more
ଆସନ୍ତା ୨୪ ଘଂଟା ମଧ୍ୟରେ ପ୍ରବଳ ବର୍ଷିବ । ୨୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା । ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । Read more
କୋଭିଡ଼ ଗାଇଡ଼ଲାଇନ ଭିତରେ ହେବ ଦୁର୍ଗାପୂଜା । କେବଳ କଟକରେ ୪ ଫୁଟରୁ ଅଧିକ ଉଚ୍ଚର ୯ଟି ମୂର୍ତ୍ତି ନିର୍ମାଣକୁ ମିଳିଲା ଅନୁମତି । ପ୍ରଶାସନ ଉପରେ ଛାଡିଲେ ଭସାଣୀ ଦାୟିତ୍ୱ । Read more