କୋଭିଡ଼ ଗାଇଡ଼ଲାଇନ ଭିତରେ ହେବ ଦୁର୍ଗାପୂଜା । କେବଳ କଟକରେ ୪ ଫୁଟରୁ ଅଧିକ ଉଚ୍ଚର ୯ଟି ମୂର୍ତ୍ତି ନିର୍ମାଣକୁ ମିଳିଲା ଅନୁମତି । ପ୍ରଶାସନ ଉପରେ ଛାଡିଲେ ଭସାଣୀ ଦାୟିତ୍ୱ । Read more
ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା । ଏଣିକି ବାହାର ଜିଲ୍ଲାର ଶବ ହୋଇପାରିବ ସତ୍କାର । କରୋନାରେ ମୃତ ବ୍ୟକ୍ତିଙ୍କ ଶବଦାହ ପାଇଁ ରହିବ କଟକଣା । Read more