ନୂଆ ଷ୍ଟ୍ରେନର ନୂଆ ଲକ୍ଷଣ

କରୋନା ନେଇ ପୁଣି ଆସିଛି ସତର୍କ ହେବାର ସମୟ । ରାଜ୍ୟରେ କରୋନା ସଂକ୍ରମଣ ଏବେ ୧୦୦ ତଳକୁ ଥିଲେ ମଧ୍ୟ ବାହାର ରାଜ୍ୟରେ ସଂକ୍ରମଣ ଯେପରି ବଢିଚାଲିଛି ତାହା ଚିନ୍ତା ବଢାଇଛି । ନୂଆ ଷ୍ଟ୍ରେନ ପୂର୍ବ ଅପେକ୍ଷା ଅଧିକ ମାରାତ୍ମକ । ନୂଆ ଷ୍ଟ୍ରେନ ଯୋଗୁଁ ମଣିଷଠାରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଉଛି ।ଆସନ୍ତ ନଜର ପକାଇବା ସେହି ଲକ୍ଷଣ ଗୁଡିକ କଣ?

୧. ଦେହ ହାତ ଅବଶ ଲାଗିବା
୨. ମୁଣ୍ଡ ବିନ୍ଧା
୩. ଗଳା ଦରଜ
୪. ଭୋକ ନହେବା
୫. ଚର୍ମ କୁଣ୍ଡାଇ ହୋଇ ନାଲି ପଡିବା
୬. ନାକ ଚୁଂଟି ହେବା
୭. ଦେହ ହାତ ସାମାନ୍ୟରୁ ମଧ୍ୟମ ଘୋଳାବିନ୍ଧା ହେବା
୮. ସାମାନ୍ୟ କାଶ ହେବା
୯. ଛାତିରେ ଯନ୍ତ୍ରଣା ହେବା

Comments (0)
Add Comment