THEBYAPINI
THE BYAPINI
  • facebook
  • twitter
  • google_plus
  • Email
THEBYAPINI

ବଜେଟ: କର୍ପୋରେଟ ଟିକସ ହାର ୩୦%ରୁ ୨୫%କୁ ହ୍ରାସ

ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ: ଟିକସ ବ୍ୟବସ୍ଥା ରହି ଅପରିବର୍ତ୍ତିତ

ବଜେଟ: ଉଡ଼ାଣ ଯୋଜନାରେ ଆଉ ୫୭୦ ନୂଆ ଏୟାର ରୁଟ

ଏଣିକି ଶ୍ରୀମନ୍ଦିରରେ ମିଳିବ ଅବଢା, ମହାପ୍ରସାଦ ଉପରୁ ହଟିଲା କଟକଣା । ଡିସେମ୍ବର ଶେଷରେ ଖୋଲିପାରେ ଶ୍ରୀମନ୍ଦିର ।

Read more

କିଏ ମାରିବ ବାଜି ? କାହାକୁ ବାଛିବେ ଜନତା ?ଦିନ କେଇଟା ପରେ ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ। ଗାଁ ଗାଁରେ ଭୋଟରଙ୍କୁ ମନେଇବାକୁ ଚାଲିଛି ତିନି ରାଜନୈତିକ ଦଳର ପ୍ରୟାସ ।

Read more

ଆସନ୍ତା ୨୪ ଘଂଟା ମଧ୍ୟରେ ପ୍ରବଳ ବର୍ଷିବ । ୨୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା । ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।

Read more

ବୈଜୟନ୍ତଙ୍କ ବିରୋଧରେ ତେଜିଲା ବିରୋଧ । ଓଡିଶାକୁ ପାକିସ୍ତାନ ସହ ତୁଳନା କରି ଟୁଇଟ ପରେ ବିିଭିନ୍ନ ସ୍ଥାନରେ ପ୍ରତିବାଦ । ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ ।

Read more

ଅକ୍ଟୋବରରେ କମୁଛି କରୋନା ସଂକ୍ରମଣ, ରାଜ୍ୟରେ ୨ ହଜାର ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା । ଧୀରେ ଧୀରେ କମୁଛି ପ୍ରକୋପ ।

Read more

ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲା : ବେସରକାରୀ ସ୍କୁଲ ଫି ଛାଡ କରିବା ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସରକାରଙ୍କୁ କହିଲେ ହାଇକୋର୍ଟ

Read more

କୋଭିଡ଼ ଗାଇଡ଼ଲାଇନ ଭିତରେ ହେବ ଦୁର୍ଗାପୂଜା । କେବଳ କଟକରେ ୪ ଫୁଟରୁ ଅଧିକ ଉଚ୍ଚର ୯ଟି ମୂର୍ତ୍ତି ନିର୍ମାଣକୁ ମିଳିଲା ଅନୁମତି । ପ୍ରଶାସନ ଉପରେ ଛାଡିଲେ ଭସାଣୀ ଦାୟିତ୍ୱ ।

Read more

ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା । ଏଣିକି ବାହାର ଜିଲ୍ଲାର ଶବ ହୋଇପାରିବ ସତ୍କାର । କରୋନାରେ ମୃତ ବ୍ୟକ୍ତିଙ୍କ ଶବଦାହ ପାଇଁ ରହିବ କଟକଣା ।

Read more

ବଢୁଛି ଓଟିଭିର ଅଡୁଆ । ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ପାଇଁ ଚିଠି ଲେଖିଲେ ଚନ୍ଦ୍ରାଣୀ ମୁର୍ମୁ ।

Read more

‘ଟ୍ୱିଟ୍‌’ କରି ବିବାଦରେ ବୈଜୟନ୍ତ । ଓଡ଼ିଶା ସ୍ଥିତି ସହ ପାକିସ୍ତାନକୁ ତୁଳନା ପରେ ବଢିଲା ଅଡୁଆ।

Read more

Posts navigation

Previous Page 1 of 407 … Page 400 of 407 … Page 407 of 407 Next
  • ଆଭିମୁଖ୍ୟ
  • ଛୁଙ୍କ
  • ନେତା
  • କାରସାଦି
  • କ୍ଷମତାକେନ୍ଦ୍ର
  • ସତ ଖବର
  • ଅନ୍ୟାନ୍ୟ
View Desktop Version