ବନ୍ଧୁକ ଡିଲରେ ଆଲବମ ନିର୍ଦ୍ଦେଶକ

ବନ୍ଧୁକ ଡିଲ୍ ବେଳେ ଧରାପଡିଲେ ଆଲବମ ନିର୍ଦ୍ଦେଶକ । କଟକ ବାଦାମବାଡି ଅଞ୍ଚଳରେ ବନ୍ଧୁକ ଡିଲ ବେଳେ ଧରାପଡିଲେ ୪ ଜଣ । । ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଆଲ୍‌ବମ୍‌ ନିର୍ଦ୍ଦେଶକ ରହିଥିବା ବେଳେ ତାଙ୍କ ନାମ ଜିତୁ ଓରଫ ପ୍ରକାଶ ରାଉତ ବୋଲି ଜଣାପଡ଼ିଛି । କଟକ ଡିସିପି ଗିରଫ ନେଇ ସୂଚନା ଦେଲେ । ସେମାନଙ୍କଠାରୁ ୩ ବନ୍ଧୁକ ଓ ୧୬ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ ।

Comments (0)
Add Comment