THE BYAPINI

୨୧ରୁ ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ

ଭୁବନେଶ୍ୱର: ଦାୟିତ୍ୱ ନେବା ପରେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ ନବ ନିଯୁକ୍ତ କଂଗ୍ରେସ ପ୍ରଭାରୀ ପ୍ରଭାରୀ ଡ଼ ଅଜୟ କୁମାର । ଆସନ୍ତା ୨୧ ତାରିଖରେ ସେ ଆସିବା ନେଇ ସୂଚନା ରହିଛି । ୨୧ରୁ ୨୮ ତାରିଖ

ମର୍ମନ୍ତୁଦ ଦୁର୍ଘଟଣା, ୪ ଶ୍ରମିକ ମୃତ

ବରଗଡ: ବରଗଡ଼ ଦିଲ୍ଲା ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା । ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ମାଡିଗଲା ବୋରିଂ ଗାଡି । ଆଉ ଏହି ଦୁର୍ଘଟଣାରେ ୪ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର

ଜାନୁଆରୀ ୨୨ରେ ଛୁଟି ଘୋଷଣା କଲେ ୫ ରାଜ୍ୟ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନେଇ ପୂର୍ବରୁ କେବଳ ଉତ୍ତର ପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ ଜାନୁଆରୀ ୨୨ ସାରା ରାଜ୍ୟରେ ଛୁଟି ଘୋଷଣା କରିଥିବାବେଳେ ଏବେ ଆଉ ୫ରାଜ୍ୟ ସାର୍ବଜନୀକ ଛୁଟି

ଗମାଙ୍ଗ ପରିବାରର ଘର ବାହୁଡା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଗମାଙ୍ଗ ପରିବାରର ଘର ବାହୁଡା । କଂଗ୍ରେସକୁ ଫେରିଲେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ କୋରାପୁଟ ସାଂସଦ ହେମା ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ ଏବଂ

ଆଜି ଗର୍ଭଗୃହରେ ରାମଲଲାଙ୍କ ଶ୍ୟାମଳ ମୂର୍ତ୍ତି ହେବ ସ୍ଥାପନ

ନୂଆଦିଲ୍ଲୀ: ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ଅଯୋଧ୍ୟା ସହର । ପ୍ରାଣ ପ୍ରତିଷ୍ଠା ପୂଜାର ଦ୍ୱିତୀୟ ଦିନରେ ମନ୍ଦିରରେ ପୁରୁଷୋତମଙ୍କ ଶ୍ୟାମଳ ମୂର୍ତ୍ତି ପ୍ରବେଶ ସମାରୋହ ସମ୍ପନ୍ନ ହୋଇଛି । ଆଜି ଗର୍ଭଗୃହରେ ରାମ

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା

ବାଙ୍ଗିରିପୋଷି: ଡାହାଣୀ ସନ୍ଦେହରେ ଭାଉଜକୁ ହାଣିଲା ଦିଅର। ଭାଉଜର ଜୀବନ ଗଲା। ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଯୋକା ପଞ୍ଚାୟତ ପୋଖରିଆ ଗ୍ରାମରେ ବିଳମ୍ବିତ ରାତିରେ ଘଟିଛି ଏପରି ସମ୍ବେଦନଶୀଳ ଘଟଣା। ନିଜ ଭାଉଜ ମିନତି

ବାଣ କାରଖାନାରେ ବିସ୍ଫୋରଣ: ୨୩ ମୃତ

ନୂଆଦିଲ୍ଲୀ: ମଧ୍ୟ ଥାଇଲ୍ୟାଣ୍ଡର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ଏଥିରେ ୨୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆଗକୁ ଆହୁରି ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା

ଦୁର୍ଘଟଣାରେ ଦେଢ ବର୍ଷର ଶିଶୁ ପୁତ୍ର ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପୁରୁଣିଆ ନିକଟରେ ଅଭାବନୀୟ ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଆମ୍ବୁଲାନ୍ସ ରାସ୍ତାକଡରେ ଥିବା ଗଛରେ ପିଟି ହୋଇଯାଇଛି। ଦୁର୍ଘଟଣାରେ ଦେଢ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବାବେଳେ

ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

ଫୁଲବାଣୀ: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି। ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି ଫୁଲବାଣୀ ପୋସ୍କ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା।

ଦନ୍ତା ଆକ୍ରମଣରେ ଯୁବକ ମୃତ

ଯାଜପୁର : ପୁଣି ହାତୀ ଆକ୍ରମଣରେ ଚାଲିଗଲା ଆଉ ଏକ ଜୀବନ। ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କୋରେଇ ବ୍ଲକ ତନ୍ଦରା ଗାଁରେ ଦନ୍ତା ଆକ୍ରମଣରେ ଗୁରୁବାର ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଙ୍କ