THE BYAPINI

ଆଜିଠୁ ଶ୍ରୀକ୍ଷେତ୍ରକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍, ଫ୍ଲାଗଅଫ୍ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଶ୍ରୀକ୍ଷେତ୍ରକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥ ଏକ୍ସପ୍ରେସକୁ ଫ୍ଲାଗଅଫ୍ କରିବେ । ଜିଲ୍ଲା ମୁଖ୍ୟାଳୟରୁ ଯାତ୍ରୀଙ୍କୁ ନେଇ ପୁରୀ ଶ୍ରୀମନ୍ଦିର

ପ୍ରବଳ ଜାଡ ସହ କଲବଲ କରୁଛି ଘନ କୁହୁଡି

ଭୁବନେଶ୍ବର: ପ୍ରବଳ ଜାଡ ସହ ଘନ କୁହୁଡି ବି କରୁଛି କଲବଲ । ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଛି । ଦୃଶ୍ୟମାନ କ୍ଷମତା ବହୁତ କମ୍‌ ରହିଛି । କୁହୁଡିକୁ ନେଇ ପରିବହନ ବିଭାଗ ପକ୍ଷରୁ ସତର୍କତା ଜାରି

ପଂଚାନନ କାନୁନଗୋ ନିର୍ବାଚନୀ ୱାରରୁମ୍ ଅଧ୍ୟକ୍ଷ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ରାଜ୍ୟରେ ନିଜର ବଳ ଗୋଟାଇବାରେ ଲାଗିଛି । ଏହାସହିତ ଦଳ ସୁଚିନ୍ତିତ ରଣନୀତି ମାଧ୍ୟମରେ ଆଗାମୀ ନିର୍ବାଚନରେ ରାଜ୍ୟରେ ଭଲ ପ୍ରଦର୍ଶନ କରିବାକୁ ଯୋଜନା କରିଛି । ପୂର୍ବରୁ

ଓଏଏସସ୍ତରରେ ବଦଳି

ଭୁବନେଶ୍ୱର: ରାଜ୍ୟ ସରକାର ୪ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ବଦଳି କରିଛନ୍ତି । ସୁବର୍ଣ୍ଣପୁର, ନୟାଗଡ଼, ବଲାଙ୍ଗିର ଓ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳଙ୍କ ବଦଳି ହୋଇଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆଉ ଜଣେ ଓଏଏସ୍

ଆଫଗାନିସ୍ଥାନକୁ ପରାସ୍ତ କରି ସିରିଜକୁ ୩-୦ରେ କ୍ଲିନ ସ୍ୱିପ କଲା ଭାରତ

ନୂଆଦିଲ୍ଲୀ: ଦୁଇ ଦୁଇ ଥର ସୁପର ଓଭର, ଆଉ ଶେଷରେ ବିଜୟ ହାସଲ କଲା ଭାରତ। ସିରିଜକୁ ୩-୦ରେ କଲା କ୍ଲିନ ସ୍ୱିପ୍ । ବୁଧବାର ବେଙ୍ଗାଲୁରୁରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଆଫଗାନିସ୍ଥାନକୁ ପରାସ୍ତ କରି ସିରିଜକୁ ୩-୦ରେ

ପିୟୂଷ ଗୋୟଲଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ଭୁବନେଶ୍ୱର : ଚଳିତ ଖରିଫ୍ ବିପଣନ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ସଂଗ୍ରହ କରିବା ପାଇଁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)କୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ

ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ

ବୌଦ୍ଧ : ବୌଦ୍ଧ ଜିଲ୍ଲା ବୁଢାଖୋଲ୍‌ ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ । ଏହି ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଛି । ବୁଢାଖୋଲ ଓ ମାତାକୃପା ଜଙ୍ଗଲରେ

ମହାଯଜ୍ଞରେ ପୂର୍ଣ୍ଣାହୁତି ଦେଲେ ଗଜପତି

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇ ୩ଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେଇଛନ୍ତି ଗଜପତି । ଅନ୍ୟପଟେ ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ

ଲୋକାର୍ପିତ ହେଲା ପରିକ୍ରମା ପ୍ରକଳ୍ପ

ଭୁବନେଶ୍ୱର: ଅପେକ୍ଷାର ଅନ୍ତ ଘଟିଲା । ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଠିକ ୧.୧୫

ଫୁଲମାଳାରେ ଝଟକୁଛି ସିଂହଦ୍ବାର

 ପୁରୀ: ସଜେଇ ହୋଇଛି ଶ୍ରୀମନ୍ଦିର । ଫୁଲମାଳାରେ ଝଟକୁଛି ସିଂହଦ୍ବାର  । ଆଜି ଉତ୍ସବ ମୁଖରିତ ଶ୍ରୀକ୍ଷେତ୍ର । ସବୁକିଛି ଜଗନ୍ନାଥ ମୟ । ମନ୍ତ୍ରଧ୍ବନି ଓ ବେଦପାଠରେ କମ୍ପୁଛି ଜଗନ୍ନାଥ ଧାମ । ସଭିଁଙ୍କ ମୁହଁରୁ ଭାସି ଆସୁଛି ଜୟ