ରାଜ୍ୟ ସାରା ଶ୍ରୀକ୍ଷେତ୍ର ଜଗନ୍ନାଥମୟ Byapini Bureau Jan 17, 2024 0 ପୁରୀ: ଚାରିଆଡେ ଚକାଆଖି । ସାରା ଶ୍ରୀକ୍ଷେତ୍ର ଜଗନ୍ନାଥମୟ। ନୟନରେ ନିଳଚକ୍ର । ଭରିଲା ଭକ୍ତର ମନ । ସମୁଦ୍ରକୂଳରୁ ସିଂହଦ୍ୱାର, ବଡ଼ଦାଣ୍ଡରୁ ବଡ଼ ଦେଉଳ ସବୁଠି ନାମ-ସଂକୀର୍ତ୍ତନ । ବେଦପାଠରେ କମ୍ପୁଛି ଶଙ୍ଖକ୍ଷେତ୍ର । ସେହି!-->…
ରାଜ୍ୟ ୧୭ ଓ ୨୨ରେ ମଦ ବିକ୍ରି Byapini Bureau Jan 17, 2024 0 କେନ୍ଦ୍ରାପଡ଼ା: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଏବଂ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ବନ୍ଦ ରହିବ ଜିଲ୍ଲାର ସବୁ ମଦ ଦୋକାନ। ଏଭଳି ଘୋଷଣା କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ। !-->!-->!-->…
ରାଜ୍ୟ ଦିନ ୧.୨୦ ମିନିଟରେ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ Byapini Bureau Jan 17, 2024 0 ପୁରୀ : ବୁଧବାର ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ବିଭିନ୍ନ କର୍ମ ଓ ପୂଜା ସହିତ ଆହୁତି ପ୍ରଦାନ କରାଯାଉଛି । ଯଜ୍ଞ ଶେଷରେ!-->…
କ୍ଷମତାକେନ୍ଦ୍ର ଗୁଆ ଚାଉଳ ଦେଇ ନିମନ୍ତ୍ରଣ କରିବା କଣ ଆବଶ୍ୟକତା:ବିଜୟ ପଟ୍ଟନାୟକ Byapini Bureau Jan 15, 2024 0 ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ୧୭ ତାରିଖରେ ଲୋକାର୍ପଣ ହେବାକୁ ଥିବାବେଳେ ଏଥିପାଇଁ ହୋମଯଜ୍ଞ ଆରମ୍ଭ ହୋଇଯାଇଛି। ସମାରୋହରେ କଂଗ୍ରେସକୁ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି। ହେଲେ ଏହି ସମାରୋହରେ ସାମିଲ ହେବେ!-->…
ରାଜ୍ୟ ସେନା କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ Byapini Bureau Jan 15, 2024 0 ଭୁବନେଶ୍ୱର: ଜାନୁଆରୀ ୧୫ ତାରିଖ ଅର୍ଥାତ୍ ଆଜି ସେନା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସେନା କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି,!-->…
ଦେଶ ମାଞ୍ଜା ସୂତା ଯୋଗୁଁ ୨ ଶିଶୁ ମୃତ Byapini Bureau Jan 15, 2024 0 ନୂଆଦିଲ୍ଲୀ: ଘାମକର ସଂକ୍ରାନ୍ତିରେ ମାଞ୍ଜା ସୂତା ନେଇଛି ୨ ଶିଶୁଙ୍କ ଜୀବନ । ମଧ୍ୟପ୍ରଦେଶ ଧାର ଓ ଗୁଜୁରାଟର ମହିସାଗର ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁଇ ଶିଶୁଙ୍କ ବୟସ ଯଥାକ୍ରମେ ୪ ବର୍ଷ ଓ ୭ ବର୍ଷ । ସୂଚନା!-->!-->!-->…
ଅନ୍ୟାନ୍ୟ ଲୋକସଭା ନିର୍ବାଚନ ଏକାକୀ ଲଢ଼ିବ ବିଏସପି Byapini Bureau Jan 15, 2024 0 ଲକ୍ଷ୍ନୌ: ସାଧାରଣ ନିର୍ବାଚନକୁ ନେଇ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ବଡ଼ ଘୋଷଣା । ୨୦୨୪ ଲୋକସଭା ନିର୍ବାଚନରେ ଏକାକୀ ଲଢ଼ିବ ବିଏସପି । ନିର୍ବାଚନରେ କୌଣସି ଦଳ କିମ୍ବା ମେଣ୍ଟ ସହ ମିଶିବ ନାହିଁ ତାଙ୍କ ଦଳ ।!-->…
ଦେଶ ପରଲୋକରେ କବି ମୁନାୱାର ରାଣା Byapini Bureau Jan 15, 2024 0 ଲକ୍ଷ୍ନୌ: ପ୍ରସିଦ୍ଧ ଉର୍ଦ୍ଦୁ କବି ମୁନାୱର ରାଣାଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ସେ ଲକ୍ଷ୍ନୌ ପିଜିଆଇରେ ଚିକିତ୍ସାଧୀନ ଥିଲେ। ରାଣାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ମୁନାୱର କିଡନୀ ଏବଂ!-->…
ଦେଶ ପ୍ରବଳ କୁହୁଡି; ଏକାଧିକ ବିମାନ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ Byapini Bureau Jan 15, 2024 0 ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ଅଂଶରେ ପ୍ରବଳ ଘନ କୁହୁଡ଼ି। ଦିନ ୯ଟା ପର୍ୟ୍ୟନ୍ତ ରାସ୍ତାଘାଟ ଦେଖାନଯିବାରୁ ଏକାଧିକ ଟ୍ରେନ ଏବଂ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘନ କୁହୁଡି ନେଇ ଭାରତୀୟ ପାଣିପାଗ!-->…
ଦେଶ ଦ୍ୱିତୀୟ ଟି-୨୦: ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ Byapini Bureau Jan 15, 2024 0 ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଆଉଏକ ଟି-୨୦ ସିରିଜ୍ ବିଜୟ । ଦ୍ୱିତୀୟ ଟି-୨୦ରେ ଆଫଗାନିସ୍ତାନକୁ ୬ ୱିକେଟ୍ରେ ହରାଇଲା ଭାରତ । ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବ୍ଜା କରି ନେଇଛି । ଇନ୍ଦୋରରେ ଖେଳାଯାଇଥିବା!-->…