କ୍ଷମତାକେନ୍ଦ୍ର ତଳେ ଶୋଇବା ସହ ୧୧ଦିନ ମୌନ ବ୍ରତ ରଖିବେ ପ୍ରଧାନମନ୍ତ୍ରୀ Byapini Bureau Jan 13, 2024 0 ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବ୍ୟ ରାମ ମନ୍ଦିରର ଉଦ୍ଘାଟନ କରିବା ସହ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ। ଏଥିପାଇଁ!-->…
ଦେଶ ରାମ ମନ୍ଦିର ନିର୍ମାଣ ପାଇଁ ଭଗବାନ ମୋଦିଙ୍କୁ ଚୟନ କରିଥିଲେ: ଆଡଭାନୀ Byapini Bureau Jan 13, 2024 0 ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୨୨ ତାରଖରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ । ଏହା ପୂର୍ବରୁ ସେ ଏକ ବଡ ବୟାନ ଦେଇଛନ୍ତି । ଅଯୋଧ୍ୟାରେ ଏକ ଭବ୍ୟ ରାମ!-->…
ଆଭିମୁଖ୍ୟ ଟିକେଟ ପାଇଁ ରୋଡ ମ୍ୟାପ ତିଆରି ସରିଛି: ମୋହନ ମାଝୀ Byapini Bureau Jan 13, 2024 0 ଭୁବନେଶ୍ବର: ଆସନ୍ତା ନିର୍ବାଚନରେ କାହାକୁ ଟିକେଟ ଦିଆଯିବ, ସେଥିପାଇଁ ରୋଡ ମ୍ୟାପ ତିଆରି ସରିଛି । ଯେଉଁମାନଙ୍କର ବିଜୟର ପ୍ରତିଶତ ଅଧିକ ଥିବ, ସେ ନିର୍ବାଚନ ଲଢିବେ । ତୃତୀୟ ଥର ସରକାର ପାଇଁ ଦଳ ଆଶାବାଦୀ ଥିବା କହିଛନ୍ତି ଓଡିଶା!-->…
ରାଜ୍ୟ ଜେଲ୍ଗଲେ ଓଏମ୍ଭିଡି ଟ୍ରାଫିକ୍ ଇନ୍ସ୍ପେକ୍ଟର Byapini Bureau Jan 13, 2024 0 ଭୁବନେଶ୍ବର: ରାତି ଅଧିଆ କାର୍ରେ ଲକ୍ଷାଧିକ ଟଙ୍କା ନେଇ ଗାଁକୁ ଯାଉଥିବା ବେଳେ ଜଣେ ଟ୍ରାଫିକ୍ ଇନ୍ସ୍ପେକ୍ଟରଙ୍କୁ ରାଜ୍ୟ ଭିଜିଲାନ୍ସ ଟିମ୍ କାବୁ କରଛି। ସେ ହେଲେ ତାଳଚେର ଆର୍ଟିଓ ଓଏମ୍ଭିଡି ଟ୍ରାଫିକ୍ ଇନ୍ସ୍ପେକ୍ଟର!-->…
କ୍ଷମତାକେନ୍ଦ୍ର ମହିଳାମାନଙ୍କ ସଶକ୍ତୀକରଣ ସମାଜକୁ ସଶକ୍ତ କରେ: ମୁଖ୍ୟମନ୍ତ୍ରୀ Byapini Bureau Jan 13, 2024 0 ଭୁବନେଶ୍ବର: ଏ ବର୍ଷର ‘କୃଷି ଓଡିଶା’ କାର୍ୟ୍ୟକ୍ରମ ରାଜ୍ୟର ମହିଳା ଚାଷୀଙ୍କ ପାଇଁ ସମର୍ପିତ। ଏହା କୃଷି କ୍ଷେତ୍ରରେ ମହିଳା ମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିବ। କୃଷି ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ!-->…
ରାଜ୍ୟ ଏଣିକି ଘରେ ବସି ସେମିଷ୍ଟର ପାଇଁ ପ୍ରସ୍ତୁତ ହୋଇପାରିବେ ଛାତ୍ରଛାତ୍ରୀ Byapini Bureau Jan 13, 2024 0 ଭୁବନେଶ୍ବର: ଉଚ୍ଚଶିକ୍ଷାରେ ସଂସ୍କାରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଆରମ୍ଭ ହେଲା ଇ – ଲେକଚର ବ୍ୟବସ୍ଥା । ଏଥିରେ କଲେଜ ଓ ବିଶ୍ଵବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ଼ କରାଯାଇଛି। ଯାହା ଉତ୍କଳ!-->…
ରାଜ୍ୟ ହାଇୱା ଧକ୍କାରେ ଶିଶୁ ମୃତ,ରାସ୍ତା ଅବରୋଧ Byapini Bureau Jan 13, 2024 0 ବଡ଼ମ୍ବା: ହାଇୱା ଧକ୍କାରେ ଶିଶୁ ମୃତ । ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା, ରାସ୍ତା ଅବରୋଧ । କଟକ ଜିଲ୍ଲା ନରସିଂହପୁର ଥାନା ବାଘୁଆପାଳ ଗାଁରେ ହାଇୱା ଧକ୍କାରେ ଜଣେ ଶିଶୁ ପ୍ରାଣ ହରାଇଛି । ଶିଶୁଟି ସ୍କୁଲରୁ ଫେରୁଥିବା ବେଳେ!-->…
ରାଜ୍ୟ ଏଣିକି ଶୀତ ଆହୁରି ଅନୁଭୂତ ହେବ Byapini Bureau Jan 13, 2024 0 ଭୁବନେଶ୍ୱର: ଏଣିକି ରାତିରେ ତାପମାତ୍ରା ଆହୁରି କମିବ । ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବ । ତେଣୁ ଶୀତ ଆହୁରି ଅନୁଭୂତ ହେବ ବୋଲି ଜଣାପଡିଛି । ଉପକୂଳ ଓଡିଶାରେ ରାତିରେ ତାପମାତ୍ରା ୧୫ ଡିଗ୍ରୀ ତଳେ ପୁଣିଥରେ ରହିବ!-->…
ଦେଶ କେଜ୍ରିୱାଲଙ୍କୁ ପୁଣି ସମନ କଲା ଇଡି Byapini Bureau Jan 13, 2024 0 ନୂଆଦିଲ୍ଲୀ: କେଜ୍ରିୱାଲଙ୍କୁ ପୁଣି ସମନ କଲା ଇଡି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଥରେ ସମନ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହାକୁ ମିଶାଇ ୪ ଥର ସମନ!-->…
ଅନ୍ୟାନ୍ୟ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା Byapini Bureau Jan 13, 2024 0 ଭୁବନେଶ୍ୱର:ଏଆଇସିସି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି। କମିଟିରେ ଜଣେ ଅଧ୍ୟକ୍ଷଙ୍କ ସହ ୧୮ ସଦସ୍ୟ ସ୍ଥାନୀତ ହୋଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ବାଚନ କମିଟିର ଅଧ୍ୟକ୍ଷ!-->…