THE BYAPINI

ପ୍ରଥମ ଇନିଂସରେ ୪୩୬ ରନ ସ୍କୋର କରି ଅଲଆଉଟ୍‌

ହାଇଦ୍ରାବାଦ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଚାଲିଛି। ମ୍ୟାଚର ତୃତୀୟ ଦିନରେ ଟିମ ଇଣ୍ଡିଆ ଏହାର ପ୍ରଥମ ଇନିଂସରେ ୪୩୬ ରନ ସ୍କୋର କରି ଅଲଆଉଟ୍‌ ହୋଇଛି।

ଏନଡିଏ ସହ ମିଶିପାରନ୍ତି ନୀତିଶ କୁମାର

ପାଟନା: ବିହାର ରାଜନୀତିରେ ହଲଚଲ। ନୀତିଶ କୁମାର ପୁଣିଥରେ ବିଜେପି ନେତୃତ୍ୱାଧୀନ ଏନଡିଏ ସହ ମିଶିପାରନ୍ତି ବୋଲି ଅନୁମାନ କରାଯାଉଛି। ଏହି ସନ୍ଦେହରେ ଜନତା ଦଳ (ୟୁନାଇଟେଡ୍) ରବିବାର ସକାଳ ୧୦ଟାରେ ଏକ ବିଧାନସଭା ବୈଠକ ଡାକିବ

କର୍ତ୍ତବ୍ୟପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ବିଶ୍ୱ ଦେଖିଲା ଓଡ଼ିଶାର ମହାନ କଳା ସଂସ୍କୃତିର ଝଲକ। ସମ୍ୱଲପୁରୀ ନାଚଗୀତରେ ସମସ୍ତ ବିମୋହିତ ହୋଇଛନ୍ତି। ସୂଚନା ଅନୁଯାୟୀ,

ସମଲେଶ୍ୱରୀ ପ୍ରକଳ୍ପ ଭାଇଚାରାର ପ୍ରକଳ୍ପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶନିବାର ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକଳ୍ପ ପୂର୍ବରୁ ମହାଯଜ୍ଞ ପାଇଁ କଳସ ଯାତ୍ରା ମଧ୍ୟ ସରିଛି। ଶନିବାରଠାରୁ ଆରମ୍ଭ ହେବ ମହାଯଜ୍ଞ । ଏଥି ପାଇଁ ରାଜ୍ୟ

ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା, ୩ ଛାତ୍ରୀ ମୃତ

ନୟାଗଡ଼ : ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ବାଣିଗୋଛା ଥାନା ଶାଳଭଙ୍ଗା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟୁରିଷ୍ଟ ବସ୍‌ ଏବଂ ଟ୍ରକ ମଧ୍ୟରେ ହୋଇଛି ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ

ଦୁଇ ଦିନ ପାଇଁ ଶୀତ ଲହରୀ ସମ୍ଭାବନା

ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ମୁତାବିକ, ଆଗାମୀ ଦୁଇ ଦିନ ପାଇଁ ଝାରସୁଗୁଡ଼ା,ଦେବଗଡ଼, ସୁନ୍ଦରଗଡ଼ , ଅନୁଗୁଳ , କେନ୍ଦୁଝର ଜିଲ୍ଲାରେ ଶୀତ ଲହରୀ ସମ୍ଭାବନା ରହିଛି। ରାତିର ତାପମାତ୍ରା ୪.୫ ଡିଗ୍ରୀ କମ୍

ଆଜି ଲୋକାର୍ପିତ ହେବ ସମଲେଇ ପ୍ରକଳ୍ପ

ଭୁବନେଶ୍ୱର  : ଶନିବାର ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ । ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ତଥା ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠର ବିକାଶ କରାଯାଇଛି । ଶନିବାର  ହେବାକୁ ଥିବା ସମଲେଇ

ହାତୀ ଆକ୍ରମଣରେ ଦୁଇ ମହିଳା ମୃତ

ଦେବଗଡ: ଦନ୍ତା ହାତୀ ଆକ୍ରମଣରେ ଦୁଇ ମହିଳା ମୃତ । ଲଇମୁରା ଥାନା ଅନ୍ତର୍ଗତ ଟିପିରିସିଂହା ଗ୍ରାମରେ ଘଟିଛି ଘଟଣା । ବିଳମ୍ବିତ ରାତିରେ ଆକ୍ରମଣ କରିଛି ହାତି । ମୃତକମାନେ ଲଇମୁରା ଟିପିରିସିଂହା ଗ୍ରାମ ୪୦ ବର୍ଷୀୟା ସୁରୁବାଲି

ମର୍ମନ୍ତୁଦ ଦୁର୍ଘଟଣା, ୪ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ପଞ୍ଜାବର ହୋସିଆରପୁରରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୪ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଟ୍ରକ୍‌ ଓ କାର୍‌ରେ ନିଆଁ ଲାଗିବା ଯୋଗୁ ଘଟଣାସ୍ଥଳରେ କାର୍‌ଟି ଜଳି ଯାଇଥିଲା । ଫଳରେ ଦୁର୍ଘଟଣାରେ ୪ ଜଣଙ୍କ

କଂଗ୍ରେସ ସହ ଥିଲି, ଅଛି ଏବଂ ରହିବି:ମୋକିମ

ଭୁବନେଶ୍ୱର: କଂଗ୍ରେସ ସହ ଥିଲି, ଅଛି ଏବଂ ରହିବି । ଦଳ ଯାହା ଦାୟିତ୍ୱ ଦେବ ନିର୍ବାହ କରିବି । ମୁଁ କଂଗ୍ରେସ ବିରୁଦ୍ଧରେ ନଥିଲି, କେବେ ଦଳ ବିରୁଦ୍ଧରେ ମୁହଁ ଖୋଲିନଥିଲି । ଆଜି ନିଲମ୍ବନ ହଟିବା ପରେ ଏଭଳି କହିଛନ୍ତି