ଦେଶ ୧୯ ଜଣଙ୍କୁ ବାଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି Byapini Bureau Jan 23, 2024 0 ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୯ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଏହି ସମ୍ମାନ ଜନକ!-->…
ଅନ୍ୟାନ୍ୟ ଉଠିଲା ନିଲମ୍ବନ Byapini Bureau Jan 23, 2024 0 ଭୁବନେଶ୍ୱର: ଆଗକୁ ସାଧାରଣ ନିର୍ବାଚନ । ଏହା ପୂର୍ବରୁ ରାଜ୍ୟ କଂଗ୍ରେସ ଏବେ ନିଜର ଘର ସଜାଡ଼ିବାରେ ଲାଗିଛି । ଏହି କ୍ରମରେ ଆଜି କଂଗ୍ରେସ ପକ୍ଷରୁ ଦୁଇ ବରିଷ୍ଠ ନେତାଙ୍କ ଉପରୁ ଲଗାଯାଇଥିବା ନିଲମ୍ବନ ଆଦେଶକୁ ହଟାଇଦେଇଛି । !-->…
ନେତା ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ Byapini Bureau Jan 23, 2024 0 ଭୁବନେଶ୍ୱର:ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୪ଟା ୫୦ରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଯାଇ ଶ୍ରୀସେତୁ ନିକଟ ହେଲିପ୍ୟାଡରେ ଅବତରଣ କରିବେ । ଏହି ଅବସରରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ ।!-->…
ଦେଶ ଦୁଇଟି ମ୍ୟାଚ ଖେଳିବେନି ବିରାଟ Byapini Bureau Jan 23, 2024 0 ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ନେଇ ଆସିଛି ବଡ ଖବର । ପ୍ରଥମ ଦୁଇଟି ମ୍ୟାଚରୁ ବାଦ ପଡିଲେ ବିରାଟ କୋହଲୀ । ବ୍ୟକ୍ତିଗତ କାରଣରୁ କୋହଲୀ ଖେଳିବେନି । ବିସିସିଆଇ ପକ୍ଷରୁ!-->…
ରାଜ୍ୟ ନରାଜରେ ଉତ୍ପାଦିତ ହେବ ବୈଦ୍ୟୁତିକ ଯାନ, ଇ-ବ୍ୟାଟେରି କାରଖାନା Byapini Bureau Jan 23, 2024 0 ଭୁବନେଶ୍ବର: କଟକର ନରାଜରେ ଉତ୍ପାଦିତ ହେବ ବୈଦ୍ୟୁତିକ ଯାନ (ଇ-ଯାନ) ଏବଂ ଏହି ଯାନ ବ୍ୟାଟେରି। ପାରାଦୀପରେ ତମ୍ବା ସ୍ମେଲଟର୍ ସହ ଲିଥିୟମ ସ୍ମେଲଟର ଏବଂ ଇ-ଯାନର ଆନୁଷଙ୍ଗିକ ଉପାଦାନ ଉତ୍ପାଦନ କମ୍ପ୍ଲେକ୍ସ ସ୍ଥାପିିତ ହେବ।!-->…
ରାଜ୍ୟ ବଦଳିଲେ ୧୭ ଜିଲ୍ଲାପାଳ Byapini Bureau Jan 23, 2024 0 ଭୁବନେଶ୍ବର: ବଡଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୧୭ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । କିଛି ଜିଲ୍ଲାପାଳଙ୍କୁ ସଚିବ ଭାବେ ପଦୋନ୍ନତି ମଧ୍ୟ ମିଳିଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଶ୍ରୀମନ୍ଦିର ଅତିରିକ୍ତ!-->…
ଦେଶ ନେତାଜୀଙ୍କୁ ଦେଶବାସୀ ଚିରକାଳ ମନେ ରଖିବେ:ରାଷ୍ଟ୍ରପତି Byapini Bureau Jan 23, 2024 0 ନୂଆଦିଲ୍ଲୀ: ସ୍ବାଧୀନତା ସଂଗ୍ରମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜି ଜନ୍ମ ବାର୍ଷିକୀ । ୧୨୭ ତମ ଜୟନ୍ତୀ ପାଳୁଛି ଦେଶ । ଆଜିର ପବିତ୍ର ଦିନରେ ତାଙ୍କ ଜନ୍ମ ଦିବସକୁ ସ୍ମରଣ କରୁଛନ୍ତି ଦେଶବାସୀ । ନେତାଜୀଙ୍କର!-->…
ରାଜ୍ୟ ନିଲମ୍ବିତ ହେଲେ ମହିଳା ଇନସ୍ପେକ୍ଟର Byapini Bureau Jan 23, 2024 0 ଝାରସୁଗୁଡ଼ା : ଲଖନପୁର ଥାନାର ପୂର୍ବତନ ମହିଳା ଇନସ୍ପେକ୍ଟର ସନ୍ଧ୍ୟାରାଣୀ ଜେନାଙ୍କ ବିରୋଧରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ତାଙ୍କୁ ନିଲମ୍ବିତ କରାଯାଇଛି । ରାଜ୍ୟ ପୋଲିସ ମୁଖ୍ୟାଳୟରୁ ନିଲମ୍ବନ ଆଦେଶ ଜାରି!-->…
ରାଜ୍ୟ ପାଣିପାଗ ବିଭାଗର ଆଲର୍ଟ, ୨୭ ଯାଏଁ କିଛି ଜିଲ୍ଲାରେ ବର୍ଷା Byapini Bureau Jan 23, 2024 0 ଭୁବନେଶ୍ୱର :ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପର୍ୟ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ହାଲୁକାରୁ!-->…
ଦେଶ ବିରାଜିଲେ ପ୍ରଭୁ ଶ୍ରୀ ରାମଚନ୍ଦ୍ର Byapini Bureau Jan 22, 2024 0 ଅଯୋଧ୍ୟା: ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଲା । ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେଲା ଆଜିର ଦିନ । ଯେଉଁ ସମୟକୁ ଅପେକ୍ଷା କରାଯାଇଥିଲା ସେହି ସମୟ ପହଞ୍ଚିଲା । ଭବ୍ୟ ଏବଂ ଦିବ୍ୟ ରାମ ମନ୍ଦିରରେ ବିରାଜମାନ କଲେ ପ୍ରଭୁ!-->…