THE BYAPINI

ସରିଗଲା କି ଅନୁଭବଙ୍କ ପଲିଟିକାଲ କ୍ୟାରିୟର?

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ପଲିଟିକାଲ କ୍ୟାରିୟର ଏବେ ବିପଦରେ । ଦଳରେ ସେ ଏବେ କୋଣଠେସା । ଦଳୀୟ ନେତା ଖୋଲାଖୋଲି ଅନୁଭବଙ୍କ ବିରୋଧରେ ବୟାନ ଦେଲେଣି । ନବୀନଙ୍କ ଠାରୁ ସେ କିଛି ଶିଖିପାରିଲେ ନାହିଁ ବୋଲି ଟିପ୍ପଣୀ

ସମ୍ପତ୍ତି ତାଲିକା କଣ ସତରେ ଦୁର୍ନୀତି ଦୁର କରିପାରିବ?

ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଦଳର ମୁଖିଆ ଦୁର୍ନୀତି ବିରୁଦ୍ଧରେ ଲଢିବାକୁ ଯେଉଁ ଆହ୍ୱାନ ଦେଲେ ଏବଂ ଏନେଇ ଯେଉଁ ରୋଡମ୍ୟାପ୍ ରାଜ୍ୟବାସୀଙ୍କ ସାମ୍ନାରେ ରଖିଲେ, ତାକୁ ବୁଝିବା ଖୁବ୍ ସହଜ ହେଲେ ବାସ୍ତବିକତାରେ

ଭୋଟବ୍ୟାଙ୍କ ପାଲଟିଛି ମାଳ ମାଳ ଯୋଜନା!

ନବୀନ ସରକାର, ଗରିବଙ୍କ ସରକାର । ଏଭଳି କହିବା ପଛର ଅନେକ କାରଣ ରହିଛି । ଗତ ୨୦ ବର୍ଷ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସି ଆସୁଛନ୍ତି ନବୀନ । ୨ ଦଶନ୍ଧି ହେବ ଲଗାତାର ନବୀନଙ୍କ ଉପରେ ବିଶ୍ୱାସ ଓ ଭରସା କରି ଆସୁଛନ୍ତି

ଶହେ ଟଙ୍କାରେ କୋଭିଡ ଟେଷ୍ଟ

ରାଜ୍ୟରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । କିନ୍ତୁ ଏବେ ବି ଲୋକଙ୍କ ମନରୁ ସଂକ୍ରମଣର ଭୟ ଯାଇନି । ଏବେ ରାଜ୍ୟରେ କରୋନା ନମୂନା ପରୀକ୍ଷା ଶସ୍ତା ହୋଇଛି । ଏଣିକି ୧୦୦ ଟଙ୍କାରେ କରୋନା ପରୀକ୍ଷା

ବ୍ରିଟେନରେ କରୋନାର ନୂଆ ରୂପ…ଚିନ୍ତାରେ ଭାରତ

କରୋନା ଭୂତାଣୁର ନୂଆ ଷ୍ଟ୍ରେନ ସମସ୍ତଙ୍କ ଚିନ୍ତା ବଢାଇଦେଇଛି । ବ୍ରିଟେନରେ ଲଡକାଉନ କଡାକଡି କରାଯାଇଛି ।ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ଓ ପଜିଟିଭ ମାମଲା ବଢିବା ସମସ୍ତ ବିମାନ ଉପରେ କଟକଣା ଲଗାଯାଇଛି

ଅନୁଭବଙ୍କୁ ମହିଳା କମିଶନଙ୍କ ନୋଟିସ୍‌

ଦିନକୁ ଦିନ ବିବାଦୀୟ ହେବାରେ ଲାଗିଛି ବର୍ଷା-ଅନୁଭବ ବିବାଦ । କେତେବେଳେ ଅନୁଭବ ତ କେତେବେଳେ ବର୍ଷା । ଗଣାମଧ୍ୟମ ସାମନାକୁ ଆସୁଛି ସେମାନଙ୍କ ଭିନ୍ନ ଭିନ୍ନ ବୟାନ କି ଭିଡିଓ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ସେମାନଙ୍କ

ଦ୍ୱନ୍ଦ୍ୱ ବଢୁଛି: ସାବାଳକ ବନାମ ନାବାଳକ?

ନୟାଗଡ ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏକ ବଡ଼ ତଥ୍ୟ ସାମନାକୁ ଆସିଛି । ଅଭିଯୁକ୍ତ ନାବାଳକ ନୁହେଁ ସାବାଳକ । ନୟାଗଡ଼ ପୋକ୍ସୋ କୋର୍ଟ ସରୋଜକୁ ହାଜର କରିବା ସହ ଏସଆଇଟି ଅଭିଯୁକ୍ତର ବୟସ ପ୍ରମାଣ ପତ୍ର ଦାଖଲ କରିଛି।

ସରକାରୀ ସ୍କୁଲ ଦେବ ଉଜ୍ୱଳ ଭବିଷ୍ୟତ

ସରକାରୀ ସ୍କୁଲରେ ପାଠ ପଢାଇବା ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀ ମୁହଁ ଫେରାଇନେଉଛନ୍ତି । କିନ୍ତୁ ସରକାର ଏଭଳି ଏକ ପ୍ରସ୍ତାବ ଆଣିଛନ୍ତି ଯାହା ସରକାରୀ କଲେଜରେ ପଢୁଥିବା ପିଲାଙ୍କ ପାଇଁ ଖୁସି ଆଣିଦେଇଛି । ସରକାରୀ ସ୍କୁଲ

ଦାଗ ଲାଗିଲେ ଦଣ୍ଡ ନିଶ୍ଚିତ

ଦୁର୍ନୀତି ହିଁ ବିକାଶର ବଡ଼ ଶତ୍ରୁ । ଦୁର୍ନୀତି ବିରୋଧରେ ଲଢେଇ ପାଇଁ ମନ୍ତ୍ର ଫୁଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି ବିରୋଧରେ ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ବିଜେଡି ରାଜ୍ୟ ପରିଷଦ ବୈଠକରେ ଉଦବୋଧନ ଦେଇଛନ୍ତି ।

ବିଜେଡି ଫୋକସରେ ମୟୁରଭଂଜ

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ନାମିତ କରିବାକୁ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।