THE BYAPINI

ସେଲିବ୍ରେଟି କପଲଙ୍କ ଭାଇରାଲ ଭିଡିଓ

ସାମାନାକୁ ଆସିଲା ଓଲିଉଓ ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନଙ୍କ ଆଉ ଏକ ଭିଡିଓ । ଏହି ଭିଡିଓଟିରେ ରୁମ ଭିତରକୁ ଯିବାକୁ ଅନୁଭବ କହୁଥିବା ବେଳେ ବର୍ଷା ତାଙ୍କୁ ମନା କରିଦେଉଛନ୍ତି । ଏହା

ଧର୍ମେନ୍ଦ୍ରଙ୍କ ଚାଲ୍, ରାଜ୍ୟ ସରକାର ବେହାଲ?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଗୋଟି ଚାଳନା କରି ରାଜ୍ୟବାସୀଙ୍କ ଆସ୍ଥା ଜିତିବାକୁ ଚେଷ୍ଟା କରିଥିଲେ, ଏବେ ସମାନ ଫର୍ମୁଲା ଆପଣାଇ ରାଜ୍ୟ ସରକାରଙ୍କୁ ବେହାଲ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନ

ପାଠକଙ୍କୁ ଦିଆଯାଉ ବାଧ୍ୟତାମୂଳକ ଅବସର : ନବୀନ

ଦୁର୍ନୀତିଗ୍ରସ୍ତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଯାଉ । ଏହି ମର୍ମରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସର୍ବଭାରତୀୟ ସେବାର ଏହି ଅଧିକାରୀଙ୍କ

ପଦଯାତ୍ରା ହେବ, ଧର୍ମେନ୍ଦ୍ର ପ୍ରଧାନ ଆସିବେ ତ?

ପରୀ ମୃତ୍ୟୁ ମାମଲାର ଏସଆଇଟି ପର୍ଦ୍ଦାଫାଶ କରି ଅପରାଧୀକୁ ଗିରଫ କରିବାକୁ ସଜବାଜ ହେଉଥିବା ବେଳେ ନିଜ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପଦଯାତ୍ରା କରିବା ଜିଦରେ ଅଟଳ ରହିଛି ରାଜ୍ୟ ବିଜେପି । ରାଜନୀତିକୁ ନେଇ ଆମେ

ପୋଲ୍ ଖୋଲିବ ପ୍ରଦୀପଙ୍କର !

ଲୋକଙ୍କୁ ଠକି, ମିଛ ଚାକିରୀର ଲୋଭ ଦେଖାଇ, ଠକ ଆକଶା ପାଠକଙ୍କୁ ସାହାଯ୍ୟ ସହଯୋଗ କରି ଜେଲ୍ ଯାଇଥିବା ପ୍ରଦୀପ ପାଣିଗ୍ରାହୀ ଅଧ୍ୟାୟର ଆଉ ଏକ ଫର୍ଦ୍ଦ ଖୁଶୀଘ୍ର ଖୋଲିବାକୁ ଯାଉଛି । ପ୍ରଦୀଙ୍କର ଘନିଷ୍ଠ ସହଯୋଗୀ କୁହାଯାଉଥିବା

ମୂଳୁ ମାରିଲେ ଯିବ ସରି… ଶୀତ ଅଧିବେଶନ ବନ୍ଦ କାହିଁକି?

ହକ ପାଇଁ ଶୀତ, କାକରରେ ଶୋଇ ରହିଛନ୍ତି ଚାଷୀ । ତଥାପି ଶୁଣୁ ନାହାନ୍ତି ସରକାର । ଗଳା ଫଟାଇ ଯେତେ ଚିତ୍କାର କଲେ ବି ମୋଦିଙ୍କ କାନରେ କିଛି ବି ପଡୁନି । କୃଷକଙ୍କ ପାଇଁ ନିଦା ବିଷ୍ଣୁ ସାଜିଛନ୍ତି ମୋଦି । ଏପରିସ୍ଥଳର ସମସ୍ତଙ୍କ

ବିଜେପି ଏବେ କରିବ କଣ?

ପରୀକୁ ନ୍ୟାୟ ଦେବା ପାଇଁ ଅଭିଯାନ ଆରମ୍ଭ କରିଥିବା ରାଜ୍ୟ ବିଜେପି ଏବେ ଦୋଛ'କିରେ । ଏସଆଇଟି ପରୀ ମୃତ୍ୟୁ ମାମଲାରେ ସାଂଘାତିକ ଦିଗଟିଏ ସାମ୍ନାକୁ ଆଣିବାପରେ ଦଳ ଏବେ ଆଗକୁ କେଉଁ ଆଭିମୁଖ୍ୟ ନେବ ସେନେଇ ସନ୍ଦିହାନ । କାରଣ ଏହି

ଶ୍ରେୟ କାହାର? କିଏ ଦେଇଛି କେତେ?

ପୁରୀ ଓ ଯାଜପୁରରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ । ଖୁବ ଶ୍ରୀଘ୍ର ଏହା କାର୍ଯକାରୀ ମଧ୍ୟ ହେବାକୁ ଯାଉଛି । ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତି ପରେ ଏବେ ଏହାକୁ ନେଇ ବିଜେପି ଓ ବିଜେଡି ଭିତରେ ଆରମ୍ଭ ହୋଇଛି ଛକାପଞ୍ଝା ।

ନିର୍ଯାତନା ପାଇଁ ଖାଇଲେ ନିଦ ବଟିକା

ମୃତ ସମାଜସେବୀ ଆଦିତ୍ୟ ଦାସଙ୍କ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ । ଆଦିତ୍ୟ ଦାସଙ୍କୁ ହତ୍ୟା କରାଯାଇଛି ବୋଲି କୌଣସି ପ୍ରମାଣ ମିଳିପାରିନଥିବା ବେଳେ ଆଦିତ୍ୟ ଦାସଙ୍କ କିଛି ସମର୍ଥକ ତାଙ୍କ ପତ୍ନୀଙ୍କୁ ଦୋଷୀ ବୋଲି ଅପପ୍ରଚାର

ପରୀ ମାମଲାରେ ସାଂଘାତିକ ମୋଡ଼

ପରୀ ହତ୍ୟା ମାମଲାରେ ସାଂଘାତିକ ତଥ୍ୟ ସାମନାକୁ ଆସିଛି । ହତ୍ୟା ପୂର୍ବରୁ ଯୌନନିର୍ଯାତନାର ଶିକାର ହୋଇଥିଲା ପରୀ । ଆଜି ଏସଆଇଟି ପକ୍ଷରୁ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ ହୋଇଛି । ତେବେ ପରୀକୁ ଦୁଷ୍କର୍ମ ପରେ ବୀଭତ୍ସ ଭାବେ