THE BYAPINI

ପ୍ରଭାରୀଙ୍କୁ ଫାଙ୍କିଦେଲେ ! ମିଛ କହିଲେ…

ରାଜ୍ୟ ବିଜେପିର ଅନ୍ଦର ମହଲରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଦଳର ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ସମୀକ୍ଷା ସମୟରେ ଗଣମାଧ୍ୟମ ଉପରେ ଏକ ବଡ ଧରଣର ଚର୍ଚ୍ଚା ଆଲୋଚନା ହୋଇଥିଲା । ଏହି ସମୟରେ ମିଡିଆ କଥା ବୁଝୁଥିବା ଦଳର ଜଣେ

ତେଜେଶ୍ୱରଙ୍କ ଛାତିରେ ନବୀନ !

ରାଜ୍ୟ ରାଜନୀତିରେ ସେ ଅଭିଜ୍ଞ ହୋଇନପାରନ୍ତି, ହେଲେ ତାଙ୍କ ଅକାଟ୍ୟ ଯୁକ୍ତିକୁ ସମସ୍ତେ ବେଶ ଆଦର କରନ୍ତି । ଦିଲ୍ଲୀ ଦରବାରରେ ଥିବା ବେଳୁ ସଂଗଠନ ଗଢି ଯେଉଁ ରାଜନୈତିକ ଦୃଶ୍ୟପଟ୍ଟକୁ ସେ ନିଜ ମନ ଭିତରେ ଆଙ୍କିଥିଲେ, ହଠାତ୍

ଠକୁଥିଲେ ଜ୍ୱାଇଁ, ସହଯୋଗ କରୁଥିଲେ ଶ୍ୱଶୁର.

୫ ଦିନିଆ ରିମାଣ୍ଡରେ ନେଇ ଆକାଶ ପାଠକଙ୍କୁ ଘନଘନ ଜେରା କରୁଛି କ୍ରାଇମବ୍ରାଂଚ । ତେବେ ରିମାଣ୍ଡରେ ଗୋଟିଏ ଦିନ ପରେ କ୍ରାଇମବ୍ରାଂଚ ଏଡିଜି ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମ ସାମନାରେ ଭାବୀ ଶ୍ୱଶୁର ଓ ଜ୍ୱାଇଁର କେଳେଙ୍କାରୀର

ଶିଶୁ ନିଖୋଜ ହେଉଛନ୍ତି କାହିଁକି?

ରାଜ୍ୟରେ ଏବେ ପ୍ରତିଦିନ ଶିଶୁ ନିଖୋଜ ହେବା ଖବର ସାମନାକୁ ଆସୁଛି । ପରୀ ଭଳି ଅନେକ ଶିଶୁ ନିଖୋଜ ହେଉଛନ୍ତି । ଯାହାର କିଛି ପତା ମିଳୁନି । ନୟାଗଡ ଯଦୁପୁରର ପରୀ ପରେ ଏବେ ଦଧିପାଟଣା ଗାଁରୁ ପୁଣି ୩ ବର୍ଷ ଶିଶୁ ନିଖୋଜ ହୋଇଥିବା

ଓଲା ଡ୍ରାଇଭରରୁ କୋଟିପତି..

ଓଲା ଡ୍ରାଇଭରରୁ କୋଟିପତି । ଆଜ୍ଞା ହଁ । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଟିଏମ ଲୁଟୁଥିଲେ ଆଉ ଫ୍ଲାଇଟରେ ଉଡୁଥିଲେ । ଭୁବନେଶ୍ୱର ମାଗ୍ନେଟିକ ଛକର ପିଏନବି ଏଟିଏମ ଲୁଟ ଘଟଣାରେ ଆଜି ଅଭିଯୁକ୍ତଙ୍କ ରିମାଣ୍ଡରେ ନେଇଛି ପୁଲିସ

କରୋନା ରିପୋର୍ଟ ନଦେଲେ ଜଗା ଦର୍ଶନ ମନା…

ଏଇ ମାସ ଅର୍ଥାତ ଡିସେମ୍ବର ଶେଷ ସୁଦ୍ଧା ଖୋଲିପାରେ ଶ୍ରୀମନ୍ଦିର । ହେଲେ ପ୍ରଥମେ ପୁରୀ ବାସୀଙ୍କୁ ଜଗା ଦର୍ଶନ ପାଇଁ ପ୍ରାଥମିକତା ଦିଆଯିବ । ପୁରୀ ବାସିନ୍ଦା ପ୍ରଥମେ କାଳିଆ ଦର୍ଶନ କରିବା ପରେ ଜାନୁଆରୀରୁ ୩ରୁ ପୁରୀ ବାହାର ଲୋକ

ଜାନୁଆରୀରୁ ଜଗା ଦର୍ଶନ

ଜଗନ୍ନାଥ ଭକ୍ତଙ୍କ ପାଇଁ ଖୁସି ଖବର । ଗତ ୯ ମାସ ପରେ ଖୋଲିବ ଶ୍ରୀମନ୍ଦିର । ଡିସେମ୍ବର ୨୩ ଅର୍ଥାତ ଏଇ ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିର ଖୋଲିପାରେ । ଏନେଇ ୨ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ । ମାସ ଶେଷ ସୁଦ୍ଧା

ପୁରନ୍ଦେଶ୍ୱରୀଙ୍କ ‘ପରୀ’ କଥା

ରାଜ୍ୟ ବିଜେପି ପ୍ରଭାରୀ ନିଜ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଟାର୍ଗେଟ କରିବା ସହ ପରୀ ପ୍ରସଙ୍ଗ ଉଠାଇଛନ୍ତି । କହିଛନ୍ତି, ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି ରାଜ୍ୟ ସରକାର ।

ପ୍ରଭାରୀ ଆସିଲେ, ପ୍ରଧାନ ଆସିଲେନି !

ରାଜ୍ୟ ବିଜେପିରେ ଯାହା ଘଟିବା ଅସମ୍ଭବ ଏବେ ତାହା ହିଁ ଘଟୁଛି । ଯାହାଙ୍କ ଇଶାରାରେ ଭାଜପାର ଉପରୁ ତଳ ଯାଏଁ ନେତା ଆଉ କର୍ମୀ ପରିଚାଳିତ ସିଏ ଏବେ ହରଡଘଣାରେ ପଡିଥିବା ଚର୍ଚ୍ଚା ହେଉଛି । ନୂଆ ପ୍ରଭାରୀ ଦାୟିତ୍ୱ ନେଇଥିବା ଡି.

ଖୋଲିବ ଆକାଶଙ୍କ ଅନ୍ଧାରୀ ଇଲାକା

ଖୋଲିବ ଆକାଶଙ୍କ ଅନ୍ଧାରୀ ଇଲାକା । ଆଜିଠୁ ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । ଠକେଇ, ଜାଲିଆତି ଭଳି ମାମଲାର ଅଧିକ ଖୋଳତାଡ଼ ପାଇଁ ଆକାଶଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । ଝାରପଡାରୁ ଜେଲରୁ