THE BYAPINI

ସୁପ୍ରିମକୋର୍ଟରେ ଚାଷୀ

ନୂଆ କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟ ଗଲେ ଚାଷୀ । କୃଷକ ବିରୋଧୀ କୃଷି ଆଇନକୁ ରଦ୍ଦ କରିବାକୁ ଅନୁରୋଧ କରାଯାଇଛି । ଭାରତୀୟ କୃଷକ ସଂଗଠନ ଭାନୁ ଗୁଟ ତରଫରୁ ଏହି ମାମଲା ଦାୟର ହୋଇଛି । ଭାରତୀୟ କିଷାନ ୟୁନିୟନର ସଭାପତି ଭାନୁ

ବିହାରରୁ ଆସୁଥିଲା ବନ୍ଧୁକ..

ଜେଲରେ ଥାଇ ମଧ୍ୟ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସ ବାହାରେ କିଭଳି ନିଜର ଅପରାଧ ସାମ୍ରାଜ୍ୟ ଚଳାଇଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ପୁରା ତଥ୍ୟ ଦେଇଛନ୍ତି ପୁଲିସ କିମସନର । ବିହାର ମୁଙ୍ଗେରରୁ ବନ୍ଧୁକ ମଗାଇ କାରବାର

ବିଭାଗ କଥା କିଛି ବୁଝୁଛନ୍ତି ତ ସମୀର ଦାସ?

ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ରୋଷର ଶୀକାର ହୋଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସ୍କୁଲ ଖୋଲିବା ନେଇ ବାରମ୍ବାର ରଖୁଥିବା ବୟାନ ମୁଖ୍ୟମନ୍ତ୍ରୀଙ୍କୁ କ୍ଷୁବ୍ଧ କରିଛି । ବୁଝି ବିଚାରି ବୟାନ ଦେବା ପରିବର୍ତ୍ତେ ଖାମଖିଆଲ

ଯୁଦ୍ଧ ଜିତିବୁ, ଘରକୁ ଫେରିବୁ…

ଶୀତ ବଢୁଛି, ଚାଷୀଙ୍କ ସ୍ୱର ଶାଣିତ ହେଉଛି । ହାଡଭଙ୍ଗା ଶୀତର ଏ ଶୀତୁଆ ରାତିରେ ବି ରାଜରାସ୍ତାରେ ପଡିରହି ଆନ୍ଦୋଳନ କରୁଛନ୍ତି ଅନ୍ନଦାତା । ହକ ପାଇଁ ହାଏ ହାଏର ନାରା ଦେଇ ସରକାରଙ୍କୁ ଘେରିଥିବା ଚାଷୀ ଦୀର୍ଘ ଦିନ ହେବ ଧାରଣା

ପ୍ଲେ ଗ୍ରାଉଣ୍ଡ ଓ ପାଣ୍ଡିଆନ !

ସମୟ ସକାଳ ପାଖାପାଖି ୬ଟା ୩୦ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ପ୍ରାତଃଭ୍ରମଣ ସାରି ବାହାରକୁ ଆସୁଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ । ଠିକ ସେତିକିବେଳେ ଷ୍ଟାଡିୟମ ଗେଟ ସମ୍ମୁଖରେ

ଖପ୍ପା ହେଲେ ନବୀନ..

ଖପ୍ପା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍କୁଲ, କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗ ପକ୍ଷରୁ ଦିଆଯାଉଥିବା ଭିନ୍ନ ଭିନ୍ନ ମତକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ କରିଛନ୍ତି । ଏଭଳି ମନ୍ତବ୍ୟ ନଦେବାକୁ ମୁଖ୍ୟମନ୍ତ୍ରୀ ତାଗିଦ

ଡିସେମ୍ବର ୧୬ରେ ଖୋଲିବ ଶ୍ରୀମନ୍ଦିର!

କୋଟି କୋଟି ଜଗନ୍ନାଥ ପ୍ରେମୀ ଏବେ ଶ୍ରୀମନ୍ଦିର ଦ୍ୱାରକୁ ଚାହିଁ ରଖିଛନ୍ତି, କେବେ ଶ୍ରଦ୍ଧାଳୁଙ୍କ ପାଇଁ ଦ୍ୱାର ଫିଟିବ ଏବଂ ସେମାନେ ଠାକୁର ଦର୍ଶନ କରିବେ । କୋଭିଡ୍ କାରଣରୁ ପ୍ରାୟ ୯ ମାସ ହେଲାଣି, ଭକ୍ତଙ୍କ ପାଇଁ ବନ୍ଦ ରହିଛି

ରାଜନୀତି ପଛ..ପରୀ ଆଗ

କଂଗ୍ରେସ ଦଳରେ ତୁତୁ ମେଁମେଁ । ଗତ କିଛି ଦିନ ତଳେ ପରୀ ପ୍ରସଙ୍ଗରେ ଦଳ ଭିତରେ ନେତାଙ୍କ ଭିନ୍ନ ଭିନ୍ନ ମତକୁ ନେଇ ମତଭେଦ ସୃଷ୍ଟି ହୋଇଥିଲା । ଆଉ ଏବେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବୟାନକୁ ନେଇ ଦଳ ଭିତରେ ସୃଷ୍ଟି ହୋଇଛି

ନୂଆବର୍ଷରୁ ଖୋଲିବ ସ୍କୁଲ!

ମହାମାରୀ କରୋନା ଯୋଗୁ ଛାତ୍ରଛାତ୍ରୀଙ୍କ ୨୦୨୦ ଶିକ୍ଷା ବର୍ଷ ସଂପର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଗତ ୯ ମାସ ହେବ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ଯାଇନାହାନ୍ତି । ଘରେ ରହି ଅନଲାଇନ ମାଧ୍ୟମରେ ପାଠପଢୁଛନ୍ତି । ତେବେ ନୂଆବର୍ଷରୁ

ବରମୁଣ୍ଡା ବଦଳିବ ଓଡିଶା ଦେଖିବ

ବଦଳିବ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡର ଚିତ୍ର । ବରମୁଣ୍ଡା ବସଷ୍ଟାଣ୍ଡ ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବସଷ୍ଟାଣ୍ଡ । ରାଜ୍ୟର ବିଭିନ୍ନ ସ୍ଥାନକୁ ଏଠାରୁ ବସ୍ ଚଳାଚଳ କରିଥାଏ। ହଜାର ହଜାର ଯାତ୍ରୀ ମଧ୍ୟ ପ୍ରତିଦିନ ବିଭିନ୍ନ