THE BYAPINI

ଏଥର ଅଶ୍ୱିନୀ ବୈଷ୍ଣବଙ୍କ ପାଳି?

ଖୁବଶୀଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଏକ ଅଦଳ ବଦଳ ହେବାକୁ ଯାଉଥିବା ସୂଚନା ମିଳୁଛି । ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଗଲାଣି । କିଏ ପଦ ବଜାୟ ରଖିବ, କାହାର ପଦ ଯିବ, ନୂଆ ଚେହେରା କିଏ ସାମିଲ ହେବ, କାହାର

ପଦ ଏକ, ଆଶାୟୀ ଅନେକ…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା । ବିଜେଡି ନେତା ସୁବାସ ଚୌହ୍ୱାନଙ୍କ ଅକାଳ ବିୟୋଗ ପରେ ପରିଷଦର ଅଧ୍ୟକ୍ଷ ପଦ ଫାଙ୍କା ପଡିଛି । ଦୀର୍ଘ ୬ ମାସରୁ ଅଧିକ ସମୟ ହେବ ପରିଷଦର ଅଧ୍ୟକ୍ଷ ପଦ ଫାଙ୍କା

ପାହାନ୍ତିଆରେ ପାଣ୍ଡିଆନ…

ମୁଖ୍ୟମନ୍ତ୍ରୀ ଏକାମ୍ରକ୍ଷେତ୍ର ପ୍ରକଳ୍ପ ବୁଲି ଦେଖିବାର ଦିନ କେଇଟାପରେ ପୁଣି ଅନୁଧ୍ୟାନ ପାଇଁ ପହଁଚିଛନ୍ତି ୫-ଟି ସଚିବ ଭି. କେ. ପାଣ୍ଡିଆନ୍ । ପ୍ରକଳ୍ପ କାର୍ଯ୍ୟ କେତେବାଟ ଆଗେଇଛି ତାର ସମୀକ୍ଷା କରିଛନ୍ତି ପଣ୍ଡିଆନ ।

ଶୁଣନ୍ତୁ ଧର୍ମେନ୍ଦ୍ର ପ୍ରଧାନ..

ପ୍ରତଦିନ ଘରୁ ବାହାରିବା ପାଇଁ କୌଣସି ସ୍ଥାନକୁ ଯିବା ହେଲେ ଆପଣଙ୍କୁ ଗାଡି ଦରକାର । ଆଉ ଗାଡିରେ ତେଲ ନଥିଲେ ତାହା ଗଡିବା ଅସମ୍ଭବ । କିନ୍ତୁ ଏବେ ତେଲ ଦର ଯେଭଳି ଭବେ ବଢିଚାଲିଛି ପ୍ରତିଦିନ ଗାଡି ନେଇ ଘରୁ ବାହାରିବା ସାଧାରଣ

ବିଜେଡି-ବିଜେପି: ସଂପର୍କ କ’ଣ?

ବିଜେଡି ବିଜେପି ଗୋଟିଏ ମୂଦ୍ରାର ଦୁଇ ପାର୍ଶ୍ୱ । ବିଜେଡି ବିଜେପି ଭାଇ ଭଉଣୀ । ଏଭଳି ଆକ୍ଷେପ କରିଛନ୍ତି କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର । ପରୀ ପ୍ରସଙ୍ଗକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ । ଗତକାଲି

ରିପୋର୍ଟରେ କାଳକୋଠରୀର ସତ!

ପୁରୀ ହାଜତ ମୃତ୍ୟୁ ଘଟଣାର ଶବ ବ୍ୟବଚ୍ଚେଦ ରିପୋର୍ଟ ଆସିଛି । ହେଲେ ଶବ ବ୍ୟବଚ୍ଚେଦ ରିପୋର୍ଟ ତଥ୍ୟ ଚମକାଇଦେଇଛି । ମୃତ ରମେଶଙ୍କ ଦେହସାରା କ୍ଷତ ଚିହ୍ନ ଓ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବା ଶବ ବ୍ୟବଚ୍ଚେଦ ରିପୋର୍ଟରେ ଉଲ୍ଲେଖ

ପନ୍ଦର ଦିନରେ ଖୋଲିବ ‘ପରୀ’ ରହସ୍ୟ

୫ ବର୍ଷର କୁନି ଝିଅ ପରୀ ହତ୍ୟାକାରୀ କିଏ? ପରୀ ହତ୍ୟା ପଛର କାରଣ କଣ ? ଏହି ରହସ୍ୟଜନକ ମୃତ୍ୟୁ ଉପରୁ ପରଦା ଉଠାଇବାକୁ ଏବେ ଲାଗିପଡିଛି ଏସଆଇଟି । ଏହାରି ଭିତରେ ଘଟଣାକୁ ନେଇ ବଡ଼ ବୟାନ ଦେଇଛନ୍ତ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।

ଏଣିକି ଜଣେ ନୁହେଁ ଦୁଇ ଜଣ ପିନ୍ଧିବେ ହେଲମେଟ୍‌

ଦୁଇ ଚକିଆ ଗାଡି ଚଲାଉଥିବା ବ୍ୟକ୍ତି ସାବଧାନ । ଏଣିକି କେବଳ ବାଇକ ଚଲାଉଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବାଇକ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ଆଉ ପଛ ସିଟରେ ବସିଥିବା

ରିମାଣ୍ଡ ଖୋଲିଲା ‘ପାଠକ’ଙ୍କ ମିଛ ପେଡ଼ି

ରିମାଣ୍ଡ ଅବଧି ସରିବା ପରେ ଜେଲ ଯାଇଛନ୍ତି ଆଇଏଫଏସ ଅଭୟକାନ୍ତ ପାଠକ ଓ ଆକାଶ ପାଠକ । ୩ ଦିନିଆ ରିମାଣ୍ଡରେ ପାଠକ ବାପା,ପୁଅଙ୍କୁ ନେଇ ଭିଜିଲାନ୍ସ ଗୁଡାଇତୁଡାଇ ପ୍ରଶ୍ନ କରିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟା ମିଳିଛି । ଜେରା

ନବୀନଙ୍କ ନ୍ୟାୟ : ୧୨ ବନାମ ୧୩

ରାଜଧାନୀର ୟୁନିଟ -୬ ଅଂଚଳରେ ଥିବା ସରକାରୀ କ୍ୱାର୍ଟର ନମ୍ବର ଭିଆଇଆର - ୧୩ । ବିଗତ ପାଞ୍ଚ ଛ' ଦିନ ହେବ ସମଗ୍ର ରାଜ୍ୟରେ ଏହି ଘରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ପୋଲିସ, ଗଣମାଧ୍ୟମଠାରୁ ଆରମ୍ଭ କରି ଶାସକ, ବିରୋଧୀ