THE BYAPINI

ନକ୍ସା ଚିହ୍ନାଇବ ସୀମା

ଶେଷରେ ଆନ୍ଧ୍ର-ଓଡିଶା ସୀମା ବିବାଦର ସମାଧାନର ବାଟ ବାହାରିଛି । ନକ୍ସା ଚିହ୍ନାଇବ ସୀମା । ୧୯୬୩ ସେଟେଲମେଂଟ ନକ୍ସା ଅନୁସାରେ ସୀମା ନିର୍ଦ୍ଧାରଣ କରାଯିବ । ଆଜି ଉଭୟ ରାଜ୍ୟର ଅଧିକାରୀଙ୍କ ଆଲୋଚନା ପରେ ଏହି ନିଷ୍ପତି ହୋଇଛି । ଆଉ

ବନ୍ଧା ହେଲେ ବିଧାୟକ

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ । ଜାଲିଆତି,ଠକେଇ,ଅପରାଧିକ ଷଡଯନ୍ତ୍ର ମାମଲାରେ ତାଙ୍କୁ ଗିରଫ କରାଯାଇଛି । ପ୍ରଦୀପଙ୍କ ବିରୋଧରେ ଆଇଟିର ବିଭିନ୍ନ ଧାରା ଲାଗିଛି । ପ୍ରଦୀପଙ୍କ ବିରୋଧରେ ଆଇପିସିର

ଆମାଜନ ପାଇଁ ବଢିଲା ଅଡୁଆ

ଅନଲାଇନରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକି ଅଡୁଆରେ ଆମାଜନ । ଅନଲାଇନରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରିକୁ ବିରୋଧ କରି ଆମାଜନ ବିରୋଧରେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି । କାହା ଅନୁମତିରେ କମ୍ପାନୀ

ଇଡି ଖୋଲିବ ‘ପାଠକ’ ପେଡି

ଆକାଶ ପାଠକଙ୍କ ଆକାଉଂଟକୁ ଏତେ ଟଙ୍କା ଆସିଲା କେଉଁଠୁ ? କିଏ ଆକାଶଙ୍କ ଆକାଉଂଟକୁ ଏତେ ଟଙ୍କା କାହିଁକି ପଠାଇଛି? ତାର ଖୋଳତାଡ଼ କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ । ତଦନ୍ତ ବେଳେ ଆକାଶଙ୍କ ଆକାଉଂଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଥିବା

ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଲା କ୍ରାଇମବ୍ରାଂଚ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉଠାଇନେଇଛି କ୍ରାଇମବ୍ରାଂଚ । ସନ୍ଧ୍ୟା ସମୟରେ ସରକାରୀ ବାସଭବନରୁ କ୍ରାଇମବ୍ରାଂଚ ପ୍ରଦୀପଙ୍କୁ ଉଠାଇନେଇଛି ।ସାଇବର ପୁଲିସ ଷ୍ଟେସନର ଗୋଟିଏ କେସରେ ପଚରାଉଚରା କରାଯାଉଥିବା ଜଣାପଡିଛି ।

ତାରିଣୀ ପାଖେ ପହଞ୍ଚିଲା ତାଲାବନ୍ଦର ନଡିଆ । ସେତୁ ସାଜିଲେ ସବ୍ୟସାଚୀ…

ମାନସିକ ନଡିଆ ସହ ଯୋଡି ହୋଇ ରହିଥାଏ ଦୁଃଖୀରଙ୍କୀଙ୍କ ଆକୁଳ ନିବେଦନ, ବିକଳ ପ୍ରାର୍ଥନା । ସଂସାର ଉପରେ ଟିକେ ଦୁଃଖ ଆସିଲେ, ଟିକେ ଝଡଝଞ୍ଜା ଆସିଲେ ତାରିଣୀ ମାଆକୁ ସୁମରି ହାତଟେକି ଦିଏ ଭକ୍ତ । କେଉଁଠି ରୋଗୀଣା ଛୁଆ ପାଇଁ ମାଆ

ପ୍ରଶ୍ନ କଲା କଂଗ୍ରେସ..ଉତ୍ତର ଦେବେ କି ସରକାର?

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ‘ପାଠକ’ ଲିଙ୍କ ନେଇ ଏବେ ରାଜ୍ୟରେ ହଇଚଇ । ଏତିକିବେଳେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ପାଠକ, ପାଣିଗ୍ରାହୀ ଲିଙ୍କ ନେଇ ପ୍ରଶ୍ନ କରିଛି ।ବରିଷ୍ଠ କଂଗ୍ରେସ

ମହାଦେବଙ୍କ ଦୁଆରେ ମୁଖ୍ୟମନ୍ତ୍ରୀ…

ଶ୍ରୀକ୍ଷେତ୍ର ଭଳି ଏକାମ୍ର କ୍ଷେତ୍ରକୁ ବିଶ୍ବ ଐତିହ୍ୟ କରିଡରରେ ସାମିଲ କରିବାକୁ ରାଜ୍ୟ ସରକାର ଯେଉଁ ଯୋଜନା କରିଥିଲେ। ତାହା ଆଗାମୀ ଦିନରେ ବାସ୍ତବ ରୂପ ନେବାକୁ ଯାଉଛି । ରାଜଧାନୀ ଭୁବନେଶ୍ବରରେ ଏକାମ୍ର ଯୋଜନାର ସମୀକ୍ଷା

ପାୱର କରିଡରର ପାୱାରଫୁଲ ଚେହେରା

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ତଥା ବବି ଦାସ । ସାମ୍ପ୍ରତିକ ସ୍ଥିତିରେ ରାଜ୍ୟ ରାଜନୀତିର ସବୁଠୁ ଚର୍ଚ୍ଚିତ ଚେହେରା । ସରକାରରେ କୌଣସି ପଦପଦବୀରେ ନଥିବା ବବି ଦଳୀୟ ମହଲରେ କିନ୍ତୁ ବେଶ ପାୱାରଫୁଲ । ଖାସକରି ଶଙ୍ଖ ଶିବିରର

ସରିଲା ବିଧାନସଭା: ଅଳ୍ପକେ ବର୍ତ୍ତିଲେ ଅରୁଣ ସାହୁ ?

ଯାହା ଆଶଙ୍କା କରାଯାଉଥିଲା ସେଇୟା ହେଲା । ବିରୋଧୀଙ୍କ ସନ୍ଦେହ, ଆକଳନ ବିଲକୁଲ ସତ ହେଲା । ବିଧାନସଭା ସରିଗଲା ଆଉ ମନ୍ତ୍ରୀ ଅରୁଣ ସାହୁ ଅଳ୍ପକେ ବର୍ତ୍ତିଗଲେ । କୃଷି ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ସରକାର ବିଧାନସଭା ତରବରିଆ ଭାବେ