THE BYAPINI

କୁବେର ବାପାର କୋଟିପତି ପୁଅ

ଦୁର୍ନୀତିର ପାହାଡ ଉପରେ ଠିଆ କଳାଟଙ୍କାର ସାମ୍ରାଜ୍ୟ ଗଢିଥିବା ପାଠକ ବାପ. ପୁଅଙ୍କ ଧୀରେ ଧୀରେ ଦୁର୍ନୀତିର ପେଡି ଖୋଲୁଛି । ଭିଜିଲାନ୍ସ ଦେଇଥିବା ତଥ୍ୟ ଅନୁସାରେ ଆକାଶ ପାଠକଙ୍କ ଆକାଉଂଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ହୋଇଛି

ଯଦୁପୁର ଗାଁରେ ଗହଳି..

ନୟାଗଡ଼ ଯଦୁପୁର ଗାଁରେ ପ୍ରତିଦିନ ଏବେ ଭିଡ଼ ଜମୁଛି । ‘ପରୀ’କୁ ନ୍ୟାୟ ଦେବା ପାଇଁ ଏବେ ସମସ୍ତେ ଲାଗିପଡିଛନ୍ତି । ୩ ମାସ ଧରି ପରୀ ହତ୍ୟାକାଣ୍ଡର ନ୍ୟାୟ ନପାଇ ପରୀ ବାପା, ମାଆ ବିଧାନସଭା ଆଗରେ ଆତ୍ମହୁତି ଉଦ୍ୟମ ପରେ ଏବେ ଯେମିତି

‘ପାଠକ’ଙ୍କ ପୁରୁଣା ଫାଇଲର ଚାଲିଛି ଯାଂଚ

ଗୋଟିଏ ଦିନରେ ଏକା ସାଂଗରେ ପାଂଚ ପାଂଚଟି ସ୍ଥାନରେ ରେଡ୍ । ଭୁବନେଶ୍ୱର,ସମ୍ବଲପୁର,ସୁନ୍ଦରଗଡ, ବ୍ରହ୍ମପୁର, ଅନୁଗୁଳରେ ଛାପା ମାରିଛି ଭିଜିଲାନ୍ସ । ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ଆର୍ଥିକ କାରବାର ନେଇ ଜୋରଦାର ଖୋଳତାଡ଼

କରୋନା ବେଳେ କରୁଥିଲେ ମଉଜ..

କରୋନା କଟକଣା ଭିତରେ ଯେତେବେଳେ ଗଂଜାମର ଲୋକେ ଛଟପଟ ହେଉଥିଲେ ସେତେବେଳେ ଚାର୍ଟର ପ୍ଲେନରେ ବସି ମେଟ୍ରୋ ସିଟି ବୁଲୁଥିଲେ ଦୁଇ ବନ୍ଧୁ । ଲୋକେ ତାଲାବନ୍ଦ ଭିତରେ ଥିବା ସମୟରେ ସେମାନେ ଆକାଶରେ ଉଡୁଥିଲେ । ଗୋପାଳପୁର ବିଧାୟକ

ଦକ୍ଷିଣରେ ପଶିବାକୁ ‘ହାଇଦ୍ରାବାଦ’ ସାହାରା ।

ପ୍ରବଳ ଥଣ୍ଡାରେ ପୂରା ଭାରତ ଥରୁଥିବା ବେଳେ ନିର୍ବାଚନୀ ତାତିରେ ନୱାବଙ୍କ ସହର ହାଇଦ୍ରାବାଦ ଏବେ ପୂରା ଗରମ । ଗ୍ରେଟର ହାଇଦ୍ରାବାଦ ମୁନିସିପାଲ କର୍ପୋରେସନ ନିର୍ବାଚନ ଏବେ ପୂରା ଦେଶର ପାରା ବଢାଇଦେଇଛି । କାରଣ ପାରମ୍ପିକ ଭାବେ

ଖାଦ୍ୟ ସାମଗ୍ରୀରେ ବିଷ!

ନକଲିର ହବ୍ ପାଲଟିଛି କଟକ ସହର । ଗତ କିଛି ଦିନ ହେବ କଟକର କୌଣସି ନା କୌଣସି ସ୍ଥାନରେ ଖାଦ୍ୟ ସାମଗ୍ରୀର ନକଲି କାରଖାନା ଉପରେ ଚଢାଉ କରୁଛି ପୁଲିସ । ତେବେ ଏତେ ପରିମାଣର ନକଲି କାରଖାନା ଚାଲୁଥିବା ବେଳେ ପୁଲିସ ଆଗରୁ କେମିତି

ଘେରାବନ୍ଦୀ ଦିଲ୍ଲୀ… ମାନୁନାହାନ୍ତି ଚାଷୀ

ଚାଷୀ ବନାମ ସରକାର । ରାଜଧାନୀ ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ସେମାନଙ୍କର ଗୋଟିଏ ଜିଦ୍, କେନ୍ଦ୍ର ସରକାର ବିନା ସର୍ତରେ ସେମାନଙ୍କ ସମସ୍ୟାର ସମାଧାନ କରନ୍ତୁ । ଏହା ସହ ବିନା କୌଣସି ଆଲୋଚନାରେ ୩ଟି ଯାକ କୃଷି

‘ମଡର୍ଣ୍ଣା’ ମାରିବ କରୋନା !

ମାନବ ସମାଜ କରୋନା ବିରୋଧୀ ଲଢେଇରେ ଖୁବ ଶୀଘ୍ର ଏକ ନିର୍ଣ୍ଣାୟକ ସ୍ଥିତିରେ ପହଚିଂପାରେ । କାରଣ ଆମେରିକା ଟିକା ପ୍ରସ୍ତୁତକାରୀ କମ୍ପାନୀ ମଡର୍ଣ୍ଣା କହିଛି ,ଭ୍ୟାକସିନ ପାଇଁ ଆମେରିକା ଓ ୟୁରୋପ ସରକାରଠାରୁ ଅନୁମତି ମାଗିବେ ।

କଟକଣାରେ ବିିତିଯିବ ୨୦୨୦ ବର୍ଷ…

ରାଜ୍ୟସରକାର ଡିସେମ୍ବର ମାସ ପାଇଁ ନୂଆ କରୋନା ଗାଇଡଲାଇନ ଜାରି କରିଛନ୍ତି । ନୂଆ ଗାଇଡ୍‌ଲାଇନ୍‌ରେ ଅନେକ କଟକଣାକୁ କୋହଳ କରାଯାଇଛି । ହେଲେ କଣ୍ଟେନମେଣ୍ଟ୍ ଜୋନ୍ ଗୁଡ଼ିକରେ ଲକ୍‌ଡାଉନ୍ ନିୟମ‌ ବଳବତ୍ତର ରହିବ ବୋଲି ନିଷ୍ପତି

ମୋଦିଙ୍କ ଶିବ ଭକ୍ତି…ଗଙ୍ଗାଘାଟରେ ଜଳିଲା ଲକ୍ଷାଧିକ ଦୀପ

ପୂର୍ବପରି ଆଜି ମଧ୍ୟ ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ଶିବ ଭକ୍ତି ଦେଖିବାକୁ ମିଳିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତରେ ଯାଇ ଦୀପ ଜାଳି ଦେବ ଦିପାବଳୀ ପାଳନ କରିଛନ୍ତି । ହିନ୍ଦୁ