THE BYAPINI

ଶର ମାରିଲ ସୁର । ନରସିଂହଙ୍କ କଥାରେ ପଡି…

ସକାଳୁ ସକାଳୁ ସୁରଙ୍କ ରଂଗୀନ ମିଜାଜର ଏକ ଭିଡିଓ ନଜରକୁ ଆସିଲା । ଯେଉଁଥିରେ କଂଗ୍ରେସର ବିଧାୟକ ସୁର ରାଉତରାୟ ଗୀତ ବୋଲିଛନ୍ତି ଆଉ ଡ୍ୟାନସ ବି କରିଛନ୍ତି । ରାଜନୀତିର ଗଳିରୁ ବାହାରି ସୁର ବାବୁ ଯେତେବେଳେ ରଂଗୀନ ଦୁଆରେ ପାଦ

୩ ମାମଲା… ମୂଳରେ ପହଁଚିପାରିବେ ତ ଟିମ୍ ଅଭୟ?

ରାଜ୍ୟରେ ହଠାତ୍ ରାଜନୈତିକ ଅଙ୍କକଷା ଠାରୁ ତଦନ୍ତକାରୀ ସଂସ୍ଥାର ନିରପେକ୍ଷତା ଓ ଦକ୍ଷତାକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା । କାରଣ ତିନୋଟି ପ୍ରସଙ୍ଗ ଯାହା ରାଜନୈତିକ ଝଡ ସୃଷ୍ଟି କରିବାର ଆଶଙ୍କା ରହିଛି, ଯେଉଁଥିରେ ସାଧାରଣ ଲୋକ

କିଏ କାହାର ବି-ଟିମ୍?

ବିଧାନସଭାର ଶୀତକାଳୀନ ଅଧିବେଶନ ଧୋଇଗଲା ପରୀକୁ ନ୍ୟାୟ ଦେବା ଦାବିରେ । ସ୍ୱାଭାବିକ ଭାବେ ଯେତେବେଳେ ଏକ ବ୍ୟବସ୍ଥା ବିଫଳ ହୁଏ, ପୋଲିସ ପ୍ରଶାସନ ଉପରୁ ଭରସା ତୁଟିଯାଏ ସେତେବେଳେ ବିଧାନସଭାରେ ସ୍ୱର ପ୍ରତିଫଳନ ହେବା ସ୍ୱାଭାବିକ

ନବୀନଙ୍କ ନୂଆ ମନ୍ତ୍ର – ‘ଲୋକ ବିରୋଧୀ’…

ନବୀନଙ୍କ ଜିରୋ ଟଲେରାନ୍ସ ନୀତି କାହାକୁ ବା ଅଛପା । ଦୁନୀର୍ତିର ଗନ୍ଧ ବାରିବା ମାତ୍ରେ କିଭଳି ଏହାକୁ ସଫା କରାଯିବ ସେଥିପାଇଁ କ୍ଷେତ୍ର ପ୍ରସ୍ତୁତ କରିଥାନ୍ତି ନବୀନ । ପଲିଟିକାଲ କ୍ୟାରିୟର ଆରମ୍ଭରୁ ଏହି ଫର୍ମୁଲାକୁ ଆପଣାଇ ନବୀନ

‘ପରୀ’ ପାଇଁ ସରକାରଙ୍କ ବୋଥ୍ରା ବ୍ରହ୍ମାସ୍ତ୍ର

ବୋଥ୍ରାଙ୍କ କାନ୍ଧରେ ପରୀ ବନ୍ଧୁକ । ପରୀ ପିଶାଚକୁ ଧରିବାକୁ ସିଙ୍ଘମ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କ ହାତରେ ବନ୍ଧୁକ ଧରାଇଛନ୍ତି ରାଜ୍ୟ ସରକାର । ପରୀ ପାଇଁ ଯେତେବେଳେ ସରକାରଙ୍କୁ ଦୀର୍ଘ ୧୦ ଦିନ ହେବ ବାରମ୍ବାର ଘେରୁଛନ୍ତି

କେଉଁ ଅଫିସରଙ୍କ ଅଧୀନରେ କାମ କରିପାରିବିନି : ପ୍ରଦୀପ

ବିଜେଡିରୁ ବିଦା ହେବା ପରେ ମୁହଁ ଖୋଲିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଦଳ କିଭଳି ପରିଚାଳିତ ହେଉଛି, କିଭଳି ତାଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା, କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁହଷ୍ଠାନ ଗ୍ରହଣ

ଧର୍ମେନ୍ଦ୍ର ବନାମ ଅପରାଜିତା । ପ୍ରଭାରୀଙ୍କ ନିକଟତର କିଏ?

ଦୀର୍ଘ ବର୍ଷ ପରେ ରାଜ୍ୟ ବିଜେପିର ପ୍ରଭାରୀ ବଦଳିଛନ୍ତି । ଅରୁଣ ସିଂଙ୍କ ସ୍ଥାନରେ ଆସିଛନ୍ତି ଡି. ପୁରନ୍ଦେଶ୍ୱରୀ । ୧୫ ଦିନରୁ ଅଧିକ ସମୟ ହେଲା ପ୍ରଭାରୀ ବଦଳିଥିଲେ ମଧ୍ୟ ରାଜ୍ୟ ଗସ୍ତରେ ଆସିନାହାନ୍ତି କିମ୍ବା ରାଜ୍ୟ ବିଜେପି

ଲୋକ ବିରୋଧୀ କାମ କଲେ, ଦଳରୁ ବିଦା ହେଲେ ।

ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଲୋକ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିବା ନେଇ ଦଳର ଗଣମାଧ୍ୟମ ବ୍ୟାପାର ସାଧାରଣ ସଂପାଦକ ମାନଓ ମଙ୍ଗରାଜ

ବଦଳିବ ନବୀନଙ୍କ କ୍ୟାବିନେଟ ! ବାଦ୍ ପଡିବେ…

ଖୁବଶୀଘ୍ର ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଏକ ବଡ ଧରଣର ଅଦଳବଦଳ ହେବାକୁ ଯାଉଛି । ବିଧାନସଭାର ଶୀତ ଅଧିବେଶନ ସରିବା ପରେ ନବୀନ ନିଜ ପଂଚମ ପାଳିର ମନ୍ତ୍ରୀମଣ୍ଡଳରେ ପ୍ରଥମ ଅଦଳବଦଳ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ପାୱାର କରିଡରରେ

ସାରୁଅ ସ୍କାମ କୁଆଡେ କଲା?

ସସପେନ୍ସ ବଢିଲାଣି , ଖସିଯିବେନି ତ ଅପରାଧୀ । ଏଭଳି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଶୀତ ଦିନ ପଡିବା ସହ ସାରୁଅ ଜମି ଦୁର୍ନୀତି ମାମଲାରେ ବରଫ ଜମାଟ ବାନ୍ଧିବା ଆରମ୍ଭ କଲାଣି । ସମୟ ଗଡିବା ସହ ସାରୁଅ ଜମି ଦୁର୍ନୀତି ମାମଲାର ଫାଇଲ