THE BYAPINI

କନକ ନ୍ୟୁଜରୁ ଅଭିନ୍ନ ଆଶୁତୋଷ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା? ଯିବେ କୁଆଡେ…

ନୂଆ ନ୍ୟୁଜ ଚ୍ୟାନେଲ ଖୋଲିବା ସହ ଅଦଳବଦଳର ପର୍ବ ଆରମ୍ଭ ହୋଇଯାଇଛି । ନୂଆ ନ୍ୟୁଜ ଚ୍ୟାନଲେ ଭାବେ ନନ୍ଦିଷୋଷର ପ୍ରସାରଣ ଆରମ୍ଭ ହୋଇସାରିଥିବା ବେଳେ ଖୁବଶୀଘ୍ର ଅର୍ଗସର ପ୍ରାରଣ ଆରମ୍ଭ ହେବାକୁ ଯାଉଛି । ତେଣୁ ମିଡିଆ ବଜାରରେ ଏକ

ଜେଲରେ କେମିତି ଅଛନ୍ତି ‘ପାଠକ’ ବାପ, ପୁଅ?

‘ପାଠକ’ ବାପ, ପୁଅଙ୍କ ରଂଗୀନ ଦୁନିଆର ସଉକ ଶେଷ ହୋଇଛି । ପଂଚତାରକା ହୋଟେଲରେ ଖାଇବା, ବିଳାସପୂର୍ଣ୍ଣ ଫ୍ଲାଟରେ ରହିବା ନିଶା ଏବେ ଉତରି ଯାଇଛି । ଝାରପଡା ଜେଲର ସଂଗରୋଧ ୱାର୍ଡରେ ପାଠକ ବାପ, ପୁଅଙ୍କ ଏବେ ଦିନ ରାତି କାଟୁଛନ୍ତି ।

ବଡ଼ଦେଉଳରେ ବାରମ୍ବାର ବିଭ୍ରାଟ!

ପୁର୍ବରୁ ବହୁଥର ପୁରୀ ଶ୍ରୀମନ୍ଦିରରେ ଅନେକ ବିଭ୍ରାଟ ସାମନାକୁ ଆସିଛି । ସେ ନବକଳେବର ସମୟରେ ବ୍ରହ୍ମବିଭ୍ରାଟ ହେଉ, ରଥଯାତ୍ରା ସମୟରେ ଅଣସେବାୟତଙ୍କୁ ରଥରେ ଚଢାଇବା ହେଉ କିମ୍ବା ପାଉଣୀ ଦାବିରେ ମହାପ୍ରଭୁଙ୍କ ନୀତି ବିଳମ୍ବ ।

‘ପରୀ’ ପାଇଁ ପାଟିତୁଣ୍ଡ । ବାଚସ୍ପତିଙ୍କ ପୋଡିୟମ ଚଢିଲା ବିଜେପି..

ପରୀ ମୃତ୍ୟୁ ପ୍ରସଙ୍ଗରେ ୩ ଦିନ ହେବ ବିଧାନସଭା ହୁଲସ୍ତୁଲ ପରେ ଆଜି ମାମଲାର ଏସଆଇଟି ତଦନ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ହାଇକୋର୍ଟଙ୍କ ନିରୀକ୍ଷଣରେ ହେବ ପରୀ ମୃତ୍ୟୁର ଏସଆଇଟି ତଦନ୍ତ । ଏନେଇ ଗୃହ ବିଭାଗ ପକ୍ଷରୁ

ଅପରାଜିତାଙ୍କ ଓପରମୁହାଁ ଚାଲି! ମହାପ୍ରଭୁଙ୍କ ମୁରୁଜ ଉପରେ ମାଡିଗଲେ..

କାର୍ତ୍ତିକ ମାସରେ ପଂଚୁକରେ ରାସ୍ତା ଉପରେ ପଡିଥିବା ମହାପ୍ରଭୁଙ୍କ ମୁରୁଜ ଉପରେ ଚଢିଗଲେ ଭୁବନେଶ୍ୱର ସାଂସଦ । ମୁରୁଜ ଉପରେ ପାଦଥୋଇ ପୁଣି ବିବାଦରେ ଫଶିଯାଇଛନ୍ତି ଅପରାଜିତା ଷଡଙ୍ଗୀ । ଗତକାଲି ଥିଲା ମହାପ୍ରଭୁଙ୍କର ନାଗାର୍ଜୁନ

ମୁଁ ବାପାଙ୍କ କଥାରେ ଏକମତ ନୁହେଁ : ତନୟା

ବାପା ସୈାମ୍ୟରଂଜନ ପଟ୍ଟନାୟକଙ୍କ କଥାରେ ଏକମତ ନୁହଁନ୍ତି ଝିଅ ତନୟା ପଟ୍ଟନାୟକ । ନୟାଗଡ ପରୀ ମୃତ୍ୟୁ ମାମଲାରେ ବାପା ଦେଇଥିବା ବୟାନ ବିରୋଧରେ ଯାଇଛନ୍ତି ଝିଅ ତନୟା । କହିଛନ୍ତି, କୈାଣସି ବି ହତ୍ୟା ବା ଦୁଷ୍କର୍ମ ଘଟଣା ଛୋଟ

ପୁଅ ଏମିତି କି ଚାକିରୀ କରିଥିଲା କି?

ଜଙ୍ଗଲ ବାବୁଙ୍କ ଟଙ୍କା ଗଛର କାରନାମା ହୁଲସ୍ତୁଲ କରି ପକାଇଲାଣି । ଦିନରାତି ଏକ କରି ୧୫୦ରୁ ଅଧିକ ଭିଜିଲାନସ କର୍ମଚାରୀ ସମ୍ପତ୍ତି ତାଲିକା ତିଆରି କରିବାରେ ବ୍ୟସ୍ତ । କେଉଁଠି ସାରିବେ ଥଳକୁଳ ମିଳୁନି କାରଣ ଯୁଆଡେ ହାତ ବଢାଇଲା

ଅଜୟ ଦେବଗନଙ୍କ ‘ରେଡ୍’ ଫିଲ୍ମ ଭଳି ଅଭୟକାନ୍ତଙ୍କ କାହାଣୀ…

ଅୟସଭରା ଜୀବନରୁ ଜେଲର ଅନ୍ଧାର । ଚାକଚକ୍ୟ ଚାଲିଚଳନରୁ ଜେଲର ଚଟାଣ । ଜଙ୍ଗଲୀ ବାବୁଙ୍କ ଜଙ୍ଗଲ ରାଜର ରାଜୁତି ଯେମିତି ମାଡି ମାଡି ଚାଲିଥିଲା, ସେମିତି ବି ତଳ ତଳକୁ ଖସି ଆସିଛି । ଦିନେ ଅୟସ ଆରାମରେ ଆଲିସାନ ହୋଟେଲରେ ଶୋଇ ହାଇ

ବିଜେପି ସାଂସଦ, ଯାହାଙ୍କ ପାଇଁ ମହତ୍ତ୍ୱ ରଖେନି ପ୍ରଧାନମନ୍ତ୍ରୀଙ୍କ ଅପିଲ୍ !

ଜାଣିଶୁଣି ନିୟମ ଭାଙ୍ଗୁଛନ୍ତି, ଅଥବା ହଠାତ୍ ନେତା ହେବା ପରେ ଲୋକଙ୍କର ଯେଉଁ ସ୍ରୋତ ସେ ନିଜ ପଛେ ଦେଖୁଛନ୍ତି ତାହା ତାଙ୍କୁ ଅମାନିଆ ହେବାକୁ ବାଧ୍ୟ କରୁଛି । ପ୍ରଶାସକ ଥିବା ବେଳେ ନିୟମ କାନୁନ ଆଉ ବିଧି ବ୍ୟବସ୍ଥା ପ୍ରତି ଅତି

ଆରେ କାଳିଆ, ଦେ’ରେ ଧରା…

ମହାବାହୁଙ୍କ ଦୁର୍ଲଭ ବେଶ । ଦୀର୍ଘ ୨୬ ବର୍ଷ ପରେ ରତ୍ନ ସିଂହାସନରେ ନାଗାର୍ଜୁନ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ । ହେଲେ ଭକ୍ତ ଆଉ ଭଗବାନ ଭିତରେ କରୋନାର ଯେଉଁ ଲକ୍ଷ୍ମଣରେଖା ଟାଣି ହୋଇଯାଇଥିଲା, ତାହା ମହାପ୍ରଭୁଙ୍କ ଏହି ବିରଳ