ନେତା ପୁରୁଣା ରାଗ ଶୁଝାଉଛନ୍ତି କି ମୁକୁ ଭାଇ? Byapini Bureau Nov 27, 2020 0 ବିଶ୍ୱବିଦ୍ୟାଳୟ ରାଜନୀତିର କଥା । ସେତେବେଳେ ବାଣୀବିହାରରେ ଛାତ୍ରସଂସଦ ନିର୍ବାଚନରେ ମୁହାଁମୁହିଁ ହୋଇଥାନ୍ତି ଆଜିର କୃଷିମନ୍ତ୍ରୀ ଅରୁଣ ସାହୁ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିର୍ବାଚନରେ ଅରୁଣ!-->…
ନେତା କାହିଁକି ଇସ୍ତଫା ଦେବେ ଅରୁଣ ସାହୁ? Byapini Bureau Nov 27, 2020 0 ବିଧାନସଭା ଚାଲିପାରୁ ନାହିଁ । ବାରମ୍ବାର ଗୃହରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ । ରାଜ୍ୟ ସରକାର ପ୍ରଥମେ କ୍ରାଇମବ୍ରାଂଚ ତଦନ୍ତ କଥା କହିଲେ, ଏବେ ମୁଖ୍ୟମନ୍ତ୍ରୀ ଏସଆଇଟି ତଦନ୍ତ ଯାଏଁ ଗଲେଣି । ହେଲେ ବିରୋଧୀ ନାରାଜ । ସନ୍ତୁଷ୍ଟ!-->…
ରାଜ୍ୟ କରୋନାଠାରୁ ରାଜ୍ୟରେ ବଳିଗଲା ଅଣକୋଭିଡ଼ ମୃତ୍ୟୁ । ୭ ମାସରେ ଗଲାଣି ଲକ୍ଷେ ୪୧ ହଜାର ଲୋକଙ୍କ ଜୀବନ । Byapini Bureau Nov 24, 2020 0 ମହାମାରୀ ସମୟରେ କରୋନା ସଂକ୍ରମଣ ବ୍ୟକ୍ତିଙ୍କ ମୃତ୍ୟଠାରୁ ଅଣକୋଭିଡ ମୃତ୍ୟୁ ସଂଖ୍ୟା ୮୫ ଗୁଣ ଅଧିକ ରହିଛି । ଗତ ୭ ମାସରେ ୧ ଲକ୍ଷ ୪୧ ହଜାର ୮୭୪ ଲୋକଙ୍କ ମୃତ୍ୟୁ ହୋଇଛି । କରୋନା ସଂକ୍ରମଣ ହୋଇନଥିବା ଏତିକି ଲୋକଙ୍କ ଏପ୍ରିଲରୁ!-->…
କାରସାଦି ପର୍ଦ୍ଦାଫାସ୍ ହେଲା କଟକ ସୁନା ଚୋରିର ନାଟକ..ଲୁଟର ମାଷ୍ଟର ମାଇଣ୍ଡ ସଂସ୍ଥାର କର୍ମଚାରୀ । Byapini Bureau Nov 24, 2020 0 କଟକ ଆଇଆଇଏଫଏଲ ସୁନାଋଣ ସଂସ୍ଥା ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି କମିସନରେଟ ପୁଲିସ । ୬ ଦିନ ଭିତରେ ଘଟଣା ଉପର ହଟିଛି ପରଦା । ଲୁଟର ମୁଖ୍ୟସୂତ୍ରଧାରୀ ଆଉ କିଏ ନୁହଁନ୍ତି, ସଂସ୍ଥାର କର୍ମଚାରୀ । ୬ ଜଣ ଅଭିଯୁକ୍ତଙ୍କ ଗିରଫ କରିବା!-->…
ସତ ଖବର ଆଉ କେତେ ମିଛ କହିବେ ଜାଗୀ ମଙ୍ଗତ ପଣ୍ଡା? Byapini Bureau Nov 24, 2020 0 ହାଇକୋର୍ଟଙ୍କ ରାୟରୁ ଗୋଟିଏ କଥା ସ୍ପଷ୍ଟ ଶାସକ ଦଳର ଇଙ୍ଗିତରେ ଓଟିଭି ବିରୁଦ୍ଧରେ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଉଥିବା ଯୁକ୍ତିକୁ ଗ୍ରହଣ କରାଯାଇ ପାରିବ ନାହିଁ । ତଥାପି ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଲଗାତର ଭାବେ ସରକାରଙ୍କ!-->…
ରାଜ୍ୟ ତିର୍ତ୍ତୋଲରେ ପୁଣି ବିଜୟ ବାନା ଉଡାଇଲା ବିଜେଡି । ଶୁଭିଲା ଶଙ୍ଖ, ମଉଳିଗଲା ପଦ୍ମ । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କ… Byapini Bureau Nov 12, 2020 0 ତିର୍ତୋଲ ଉପନିର୍ବାଚନରେ ପୁଣି ଥରେ ବାଜିମାତ କରିଛି ବିଜେଡି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ରୋଧୀ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ତିର୍ତ୍ତୋଲରେ ବିଜୟବାନା ଉଡାଇଛି ବିଜେଡି!-->…
ରାଜ୍ୟ ବାଲେଶ୍ୱରରେ ବିଜେଡିର ବାଜିମାତ୍ । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ବିପୁଳ ବିଜୟ । ବିଜେଡି ଦଖଲରେ ବିଜେପିର ଗଡ଼ । Byapini Bureau Nov 12, 2020 0 ଉପନିର୍ବାଚନରେ ବାଲେଶ୍ୱର ଓ ତିର୍ତୋଲରେ ବିଜେଡିର ଦବଦବା । ରାଜ୍ୟର ଦୁଇଟି ଉପନିର୍ବାଚନରେ ବିଜେଡି ବାଜିମାତ କରିଛି । ବାଲେଶ୍ୱରରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ବିପୁଳ ବିଜୟ ହୋଇଛି । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୧୩!-->…
ଅନ୍ୟାନ୍ୟ ହ୍ୱାଇଟ ହାଉସ ଛାଡିବା କ୍ଷଣି ଟ୍ରମ୍ପଙ୍କୁ ଛାଡପତ୍ର ଦେଇପାରନ୍ତି ମେଲାନିଆ: ହୋଇପାରେ ବିବାହ ବିଚ୍ଛେଦ । Byapini Bureau Nov 9, 2020 0 ଡୋନାଲ୍ଡ ଟ୍ରମ୍ପଙ୍କୁ ଛାଡପତ୍ର ଦେଇପାରନ୍ତି ମେଲାନିଆ । ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ବିଜୟ ପରେ ଏଯାଏ ନିଜର ପରାଜୟ ସ୍ୱୀକାର କରିନାହାନ୍ତି ଟ୍ରମ୍ପ । ଏହାରି ଭିତରେ ପନ୍ଦର ବର୍ଷର ‘ଆବଶ୍ୟକତା ପୂରଣ ବିବାହ’ର!-->…
ଅନ୍ୟାନ୍ୟ ଜୋ ବାଇଡେନ ହେଲେ ଆମେରିକା ରାଷ୍ଟ୍ରପତି, କମଳା ହେରିସ ହେଲେ ଉପରାଷ୍ଟ୍ରପତି, ହେଲେ ପରାଜୟକୁ ମାନିବାକୁ ନାରାଜ ଟ୍ରମ୍ପ… Byapini Bureau Nov 9, 2020 0 ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଡେମୋକାଟ୍ରିକ ପ୍ରାର୍ଥୀ ଜୋ ବାଇଡେନ ରିପବ୍ଲିକାନ ପାର୍ଟିର ପ୍ରତିଦ୍ୱନ୍ଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିଛନ୍ତି । ପୃଥିବୀର ସବୁଠାରୁ ପୁରୁଣା ଗଣତନ୍ତ୍ର ଓ ଶକ୍ତିଶାଳୀ ରାଷ୍ଟ୍ରର!-->…
ଅନ୍ୟାନ୍ୟ ରୋଚକ ସ୍ଥିତିରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଫଳାଫଳ ଆଗରୁ ସୁପ୍ରିମକୋର୍ଟ ଗଲେ ଟ୍ରମ୍ପ, ୱିସକିନସନରେ ପୁଣି ଭୋଟ… Byapini Bureau Nov 5, 2020 0 ଫଳାଫଳ ଆସିବା ଆଗରୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ କିଛି ରାଜ୍ୟରେ ଭୋଟିଂରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି । ୱିସକିନସନ୍ ରେ ପୁଣି ଥରେ ଭୋଟ ଗଣତି କରିବା!-->…