THE BYAPINI

ଶୀତରେ ବଢିପାରେ କରୋନା: ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଆଶଙ୍କା, ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ ଦ୍ୱିତୀୟ ୱେଭ…

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନାକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ସମ୍ଭାବନା ରହିଛି । ଡିସେମ୍ବର ୧୫ ରୁ ଜାନୁଆରୀ ୧୫ ଭିତରେ ଏହି ସେକେଣ୍ଡ ୱେଭ୍ ଆସିବାର

ଉପନିର୍ବାଚନ ପରେ କାର୍ଯ୍ୟାନୁଷ୍ଠାନ: ବିଜେଡିରୁ ନିଲମ୍ବିତ ହେଲେ ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ

ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେଡିରୁ ନିଲମ୍ବିତ । ଉପନିର୍ବାଚନ ପରେ କାର୍ଯ୍ୟାନୁଷ୍‌ଠାନ ନେଇଛି ଦଳ । ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ତାଙ୍କ ନିଲମ୍ବନ କରାଯାଇଛି ।

ନଭେମ୍ବରରେ ଖୋଲିବ ସ୍କୁଲ: ସ୍କୁଲ ପଠାଇବାକୁ ଅଭିଭାବକ ନଚାହିଁଲେ ଅନଲାଇନରେ ପଢିପାରିବେ ଛାତ୍ରଛାତ୍ରୀ

ଚଳିତ ନଭେମ୍ବର ମାସରେ ହିଁ ସ୍କୁଲ ଖୋଲିବ। ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲାଯିବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ଚଳିତ ମାସରେ ସ୍କୁଲ ଖୋଲିବା

ସରିଛି ମତଦାନ, ଷ୍ଟ୍ରଙ୍ଗରୁମରେ ଇଭିଏମ୍‌: ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ ପୁର୍ବରୁ ବିଜୟ ନେଇ ବିଜେଡିର…

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ସୁରୁଖୁରୁରେ ଶେଷ ହୋଇଛି । ଏବେ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ଇଭିଏମ ରହିଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି । ବାଲେଶ୍ୱର

ଅର୍ଣ୍ଣବଙ୍କ ଗିରଫଦାରୀକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା । ଆରମ୍ଭ ହେଲା ରାଜନୈତିକ ବୟାନବାଜି

ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଅର୍ଣ୍ଣବଙ୍କ ଗିରଫକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିନ୍ଦା କରିଛନ୍ତି । ସେ କହିଛନ୍ତି ଏହା ଗଣତନ୍ତ୍ରର

ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀ ଗିରଫ: ୨୦୧୮ର ଏକ ଆତ୍ମହତ୍ୟା ମାମଲାରେ ଉଠାଇନେଲା ମୁମ୍ବାଇ ପୁଲିସ

୨୦୧୮ ମସିହାର ଏକ ଆତ୍ମହତ୍ୟା ମାମଲାର ସଂପୃକ୍ତି ଦର୍ଶାଇ ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି । ଅର୍ଣ୍ଣବଙ୍କ ବାସଭବନରେ ପହଚିଂ ପୁଲିସ ତାଙ୍କୁ ଉଠାଇନେଇଛି । ଇଣ୍ଟେରିୟର

ତିର୍ତ୍ତୋଲ ପାଇଁ ନବୀନଙ୍କ ଭର୍ଚୁଆଲ ପ୍ରଚାର: ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ । କହିଲେ, କରୋନା କମିଲେ ଯିବେ…

ତିର୍ତ୍ତୋଲରେ ଭର୍ଚୁଆଲ ପ୍ରଚାର କରି ନବୀନ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ଜିତାଇବାକୁ ଅନୁରୋଧ କରିଥିଲେ । କହିଥିଲେ, ତିର୍ତ୍ତୋଲର ବିକାଶ ପାଇଁ ସେମାନେ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ। ମୁଖ୍ୟମନ୍ତ୍ରୀ କହିଥିଲେ,

ବିଜେଡି ସୁପ୍ରିମୋଙ୍କ ଡିଜିଟାଲ ପ୍ରଚାର: କହିଲେ, ବିଜେପୁର ଭଳି ବାଲେଶ୍ୱରର ବିକାଶ ଦାୟିତ୍ୱ ତାଙ୍କର ।

ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଡିଜିଟାଲ ପ୍ରଚାର କରିଛନ୍ତି । ବିଜେପୁର ଭଳି ବାଲେଶ୍ୱର ବିକାଶ ଦାୟିତ୍ୱ ସେ ନେବେ ବୋଲି କହିଛନ୍ତି । ଏହା ସହ ଲୋକଙ୍କ ସହ ସବୁବେଳେ ଅଛନ୍ତି ବୋଲି ନବୀନ

ଆସିଲା ଅନଲକ୍ ୬.୦ ଗାଇଡଲାଇନ୍: ନଭେମ୍ବରରେ କୋହଳ ମନା, କଣ୍ଟେନମେଣ୍ଟ ଜୋନରେ ବଳବତ୍ତର ରହିବ ଲକଡାଉନ।

ଅନଲକ ୬.୦ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର । ହେଲେ ନଭେମ୍ବର ୩୦ ଯାଏଁ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ବଳବତ୍ତର ରହିବ । ନୂଆ ନିୟମ ଅନୁଯାୟୀ କଣ୍ଟେନମେଣ୍ଟ ଜୋନରେ କଡା ନିୟମ ପାଳନ କରାଯିବ । ଅତ୍ୟାବଶ୍ୟକୀୟ ସାମଗ୍ରୀକୁ

ବୁମ ଦେଖାଇ ଦାଦାବଟି: ସାମ୍ବାଦିକ ନାଁରେ ଦଲାଲୀ କରୁଥିବା ୬ ନକଲି ସାମ୍ବାଦିକ ଗିରଫ ।

ବଟି ନେଇ ଗିରଫ ହେଲେ ସାମ୍ବାଦିକତା ନାଁରେ ଦଲାଲୀ କରୁଥିବା ୬ ନକଲି ସାମ୍ବାଦିକ । ରାଜଧାନୀରେ ଏକ ଘିଅ କମ୍ପାନୀଠାରୁ ବଟି ମାଗି ଏକ ୱେବ ଚ୍ୟାନେଲର ୬ ଜଣ ନକଲି ସାମ୍ୱାଦିକ ଗିରଫ ହୋଇଛନ୍ତି । କମ୍ପାନୀର ମାଲିକଙ୍କୁ ଧମକାଇ ୧